ଓଡିଶା

odisha

ETV Bharat / sitara

ମାଳଦ୍ବୀପରେ ରାଜଙ୍କ ସହ ଶିଳ୍ପାଙ୍କ ପୱାରି ହୋ ରହି ହେ, ଭାଇରାଲ ଭିଡିଓ - ରାଜଙ୍କ ସହ ଶିଳ୍ପାଙ୍କ ପୱାରି ହୋ ରହି ହେ, ଭାଇରାଲ ଭିଡିଓ

ପୁଣି କମେଡି ଅନ୍ଦାଜରେ ନଜର ଆସିଲେ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା । ଭାଇରାଲ ହେଲା ପୱାରି ହୋ ରହି ହେ ଭିଡିଓ । ଅଧିକ ପଢନ୍ତୁ...

shilpa-shetty-shared-a-video-from-maldives-vacation
ମାଳଦ୍ବୀପରେ ରାଜଙ୍କ ସହ ଶିଳ୍ପାଙ୍କ ପୱାରି ହୋ ରହି ହେ, ଭାଇରାଲ ଭିଡିଓ

By

Published : Feb 23, 2021, 9:08 PM IST

ମୁମ୍ବାଇ: ଏବେ ବଲିଉଡର ସେକ୍ସୀ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ମାଳଦ୍ବୀପରେ ଛୁଟି ଉପଭୋଗ କରୁଛନ୍ତି । ଯେଉଁଠାରୁ ଶିଳ୍ପା ତାଙ୍କର ଭିଡିଓ ଏବଂ ଫଟୋ ସେୟାର କରୁଛନ୍ତି ।

ନିକଟରେ ରାଜ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଶିଳ୍ପା ଏବଂ କିଛି ବନ୍ଧୁଙ୍କ ସହ ବ୍ରେକଫାଷ୍ଟ କରୁଥିବାର ନଜର ଆସିଛନ୍ତି ।

ବର୍ତ୍ତମାନ ଏହି ଭାଇରାଲ ହେଉଥିବା ଭିଡିଓରେ ରାଜ ହାତରେ ବ୍ରେକଫାଷ୍ଟ ଧରି ଏହା କହୁଥିବାର ନଜର ଆସୁଛନ୍ତି, ‘ଏ ହାମାର ବ୍ରେକଫାଷ୍ଟ ହେ, ଏ ହମ୍ ରା ଭ୍ୟୁ ହେ ଔର ଏହାଁ ପର ହମ୍ ରା ପୱାରି ହୋ ରହି ହେ ।’ ତାଙ୍କ ଏହି ମଜାଦାର ଭିଡିଓରେ ଫ୍ୟାନ୍ସଙ୍କ କମେଣ୍ଟ ଦେଖିବାକୁ ମିଳୁଛି । ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉ କି, ଶିଳ୍ପା ଶେଟ୍ଟୀଙ୍କ ବ୍ୟତୀତ ବିପାଶା ବସୁ ମଧ୍ୟ ତାଙ୍କ ସ୍ବାମୀ କରଣ ସିଂ ଗ୍ରୋଭରଙ୍କ ସହ ଏବେ ମାଳଦ୍ବୀପରେ ଛୁଟି କଟାଉଛନ୍ତି ।

For All Latest Updates

ABOUT THE AUTHOR

...view details