ମୁମ୍ବାଇ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ନିର୍ଦ୍ଦେଶକ ଶେଖର କପୁରଙ୍କୁ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII) ସୋସାଇଟିର ନୂତନ ସଭାପତି ତଥା FTII ଗଭର୍ଣ୍ଣିଂଙ୍ଗ କାଉସିଲର ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରିଛି ।
FTIIର ନୂତନ ସଭାପତି ରୂପେ ନିଯୁକ୍ତି ପାଇଲେ ଶେଖର କପୁର - shekhar kapur appointed new president of ftii society
ମଙ୍ଗଳବାର ଦିନ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଘୋଷଣା କରିଛି ଯେ, ନିର୍ଦ୍ଦେଶକ ଶେଖର କପୁରଙ୍କୁ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII) ସୋସାଇଟିର ନୂତନ ସଭାପତି ତଥା FTII ଗଭର୍ଣ୍ଣିଂଙ୍ଗ କାଉସିଲର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି ।
ଶେଖର କପୁରଙ୍କୁ FTII ଗଭର୍ଣ୍ଣିଂଙ୍ଗ କାଉସିଲର ଚେୟାରମ୍ୟାନ୍ ରୂପେ ନିଯୁକ୍ତି
ତାଙ୍କ କାର୍ଯ୍ୟକାଳ ମାର୍ଚ୍ଚ 3, 2023 ପର୍ଯ୍ୟନ୍ତ ରହିବ ବୋଲି ଜଣାପଡିଛି ।
ଶେଖର 1983 ଚଳଚ୍ଚିତ୍ର ମାସୁମର ନିର୍ଦ୍ଦେଶନା ଦେଇଥିଲେ । ଯେଉଁଥିରେ ନାସିରୁଦ୍ଦିନ ଶାହା, ଶବାନା ଆଜମୀ ଏବଂ ଉର୍ମିଲା ମାତୋଣ୍ଡକର ଅଭିନୟ କରିଥିଲେ ।