ମୁମ୍ବାଇ: ବଲିଉଡରମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ସବୁକିଛି ପରଫେକ୍ଟ କରିବାକୁ ଚାହାନ୍ତି । ଏକ କାର୍ଯ୍ୟକ୍ରମରେ ଏପରି କିଛି ଖୁଲାସା କରିଛନ୍ତିଅମୀର। ତାଙ୍କ କାହାଣୀରେ ଶାହରୁଖଙ୍କ ନାମ ମଧ୍ୟ ଥିଲା । ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ ସେଠାରେ ଉପସ୍ଥିତ ଥିବା ଦର୍ଶକ ।
କଥାଟି ହେଲା କି ଶାହରୁଖଙ୍କ ଘରେ ଏକପାର୍ଟି ଥିଲା । ଏହି ପାର୍ଟିରେ ସାମିଲ ହେବାକୁ ଗଲା ବେଳେ ସେ ନିଜ ଖାଦ୍ୟ ନେଇକି ଯାଇଥିଲେ । ଏହି ବିଷୟରେ ଆମୀର କହିଥିଲେ ଯେ, ଯେବେ ମଧ୍ୟ ଆପଣ ଶାହରୁଖଙ୍କ ସହ ସାକ୍ଷାତ କରିବେ ଏ ବିଷୟରେ ନିଶ୍ଚିତପଚାରିବ ଆଉତାଙ୍କଠୁ ମଜାଦାର କାହାଣୀ ଶୁଣିବାକୁ ପାଇବେ ।