ଓଡିଶା

odisha

ETV Bharat / sitara

ମୋ ମା’ ମୋର ବଡ ସପୋର୍ଟ ସିଷ୍ଟମ: ସାରା - ସାରାଙ୍କ ପ୍ରତିକ୍ରିୟା

ସାରା ଅଲି ଖାନ୍ କହିଛନ୍ତି ଯେ ତାଙ୍କ ମାତା ଅମୃତା ସିଂ ତାଙ୍କୁ ସବୁବେଳେ ସମର୍ଥନ କରିଥାନ୍ତି । ଅଧିକ ପଢନ୍ତୁ...

ମୋ ମା’ ମୋର ବଡ ସପୋର୍ଟ ସିଷ୍ଟମ
ମୋ ମା’ ମୋର ବଡ ସପୋର୍ଟ ସିଷ୍ଟମ

By

Published : Jan 17, 2021, 8:50 PM IST

ହାଇଦ୍ରାବାଦ: ମୋ ମାଆ ହେଉଛନ୍ତି ମୋର ସବୁଠାରୁ ବଡ ସପୋର୍ଟ ସିଷ୍ଟମ । ଏପରି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ । ସାରା ଅଲି ଖାନ୍ କହିଛନ୍ତି ଯେ ତାଙ୍କ ମାତା ଅମୃତା ସିଂ ତାଙ୍କୁ ସବୁବେଳେ ସମର୍ଥନ କରିଥାନ୍ତି ।

ମୋ ମା’ ମୋର ବଡ ସପୋର୍ଟ ସିଷ୍ଟମ

ସାରା ସର୍ବଦା ସ୍ବିକାର କରିଛନ୍ତି ଯେ, ତାଙ୍କ ମା ତାଙ୍କ ଜୀବନରେ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି । ଏକ ସାକ୍ଷାତକାରରେ ପାଟୌତି କହିଛନ୍ତି ଯେ, ଫିଲ୍ମ ଠାରୁ ଆରମ୍ଭ କରି ନିଜ ଷ୍ଟାଇଲକୁ ନେଇ ସାରା ସର୍ବଦା ନିଜ ମାଆଙ୍କ ପରାମର୍ଶ ଲୋଡିଥାନ୍ତି ।

ମୋ ମା’ ମୋର ବଡ ସପୋର୍ଟ ସିଷ୍ଟମ
ମୋ ମା’ ମୋର ବଡ ସପୋର୍ଟ ସିଷ୍ଟମ
ମୋ ମା’ ମୋର ବଡ ସପୋର୍ଟ ସିଷ୍ଟମ

ପ୍ରକାଶ ଥାଉକି, ନିକଟରେ ଅଭିନେତା ବରୁଣ ଧୱନଙ୍କ ସହ ଡିଜିଟାଲରେ ରିଲିଜ୍ ହୋଇଥିବା ଫିଲ୍ମ ‘କୁଲି ନମ୍ବର-1ରେ ସାରା ନଜର ଆସିଥିଲେ । ତେବେ ବର୍ତ୍ତମାନ ସାରା ତାଙ୍କ ଆଗାମୀ ଫିଲ୍ମ ‘ଅତରଙ୍ଗୀ’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସାରାଙ୍କ ସହ ଅକ୍ଷୟ କୁମାର, ଧନୁଷ ଏବଂ ନିମ୍ରତ କୈର ମଧ୍ୟ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଚଳଚ୍ଚିତ୍ର ନିର୍ମାତା ଆନନ୍ଦ ଏଲ୍ ରାୟ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details