ଓଡିଶା

odisha

ETV Bharat / sitara

କୋରୋନା କବଳରେ 'ସନମ ତେରି କସମ' ନିର୍ଦ୍ଦେଶକ ବିନୟ - sanam-teri-kasam-director-vinay

ଲେଖକ- ନିର୍ଦ୍ଦେଶକ ବିନୟ ସାପ୍ରୁଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ନିର୍ଦ୍ଦେଶକ କୋରୋନା ସଂକ୍ରମିତ ହେବା ଖବର ବର୍ତ୍ତମାନ ଚର୍ଚ୍ଚାରେ । ଅଧିକ ପଢନ୍ତୁ...

sanam-teri-kasam-director-vinay-sapru-tests-positive-for-covid-19
କୋରୋନା କବଳରେ 'ସନମ ତେରୀ କସମ' ନିର୍ଦ୍ଦେଶକ ବିନୟ

By

Published : Mar 20, 2021, 9:01 PM IST

ନୂଆଦିଲ୍ଲୀ: ଲେଖକ- ନିର୍ଦ୍ଦେଶକ ବିନୟ ସାପ୍ରୁଙ୍କ ଆଜି ସକାଳେ କୋରୋନା ସଂକ୍ରମିତ ଖବର ସାମ୍ନାକୁ ଆସିଛି । ସେ ବର୍ତ୍ତମାନ ହୋମ କ୍ବାରେଣ୍ଟାଇନରେ ଅଛନ୍ତି ।

ସେ ନିଜେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି ।

ନିର୍ଦ୍ଦେଶକ ଟ୍ବିଟରରେ ଲେଖିଛନ୍ତି, “ମୋର କୋଭିଡ -19 ଟେଷ୍ଟ ପଜିଟିଭ ଆସିଛି । ମୋର ଡାକ୍ତରଙ୍କ ପରାମର୍ଶରେ ଏବଂ ସରକାରୀ ନିର୍ଦ୍ଦେଶାବଳୀ ଅନୁସରଣ କରି ମୁଁ ବର୍ତ୍ତମାନ ହୋମ କ୍ବାରେଣ୍ଟାଇନରେ ଅଛି" ।

ABOUT THE AUTHOR

...view details