ହାଇଦ୍ରାବାଦ: ଗତ ବର୍ଷ #ମିଠୁକୁ ନେଇ ଅନେକ ବିବାଦ ସାମ୍ନାକୁ ଆସିଥଲା । ଏହି ଅଭିଯାନକୁ ବଲିଉଡର ଅନେକ ପ୍ରୋତ୍ସାହନ ମଧ୍ୟ କରିଥିଲେ । ସର୍ବଦା ନିଜର ରୁକ୍ଷ ବ୍ୟବହାର ପାଇଁ ଚର୍ଚ୍ଚାରେ ଥିବା କଙ୍ଗନା ରଣୱତ ମଧ୍ୟ ବିବାଦ ଘେରକୁ ଆସିଥିଲେ । ଏହି ସମୟରେ ସୋନମ କପୁର କଙ୍ଗନାଙ୍କୁ ବିରୋଧ କରିଥିଲେ । ସେହି ସମୟରେ ନିର୍ଦ୍ଦେଶକ ବିକାଶ ବହଲଙ୍କୁ ନେଇ ପୋଷ୍ଟ କରିଥିଲେ ଏହାର ବିରୋଧ କରିଥିଲେ ସୋନମ ।
#ମିଠୁ ପରେ ଏକାଠି ନଜର ଆସିଲେ ସୋନମ-କଙ୍ଗନା - ସୋନମ-କଙ୍ଗନା
#ମିଠୁ ରେ ବିବାଦ ପରେ ପୁଣି ଏକାଠି କଙ୍ଗନା ଓ ସୋନମଙ୍କୁ ଦେଖିବାକୁ ମିଳିଛି । ସାଥିରେ ନଜର ଆସିଛନ୍ତି ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ
ଏହି ଘଟଣା ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା କିନ୍ତୁ ବର୍ତ୍ତମାନ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ସେକ୍ରେଡ ଗେମ୍ସର ଅଭିନେତ୍ରୀ କୁବ୍ରା ସୈତ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର, ସୋନମ କପୁର, କଙ୍ଗନା ରଣୱତ ଓ କୁବ୍ରା ସୈତଙ୍କୁ ଦେଖିବାକୁ ମିଳିଛି ।