ଓଡିଶା

odisha

ETV Bharat / sitara

ଏଥର ଜଜ୍ ନୁହେଁ ଗେଷ୍ଟ ହୋଇ ଇଣ୍ଡିଆନ ଆଇଡଲକୁ ଫେରିବେ ଅନୁ - ଫେମସ ମ୍ୟୁଜିକ କମ୍ପୋଜର ଅନୁ ମଲ୍ଲିକଙ୍କ ନ୍ୟୁଜ

‘ଇଣ୍ଡିଆନ ଆଇଡଲ’ ସ୍ପେଶାଲ ୱିକେଣ୍ଡରେ ଗେଷ୍ଟ ହୋଇ ଆସିବେ ଅନୁ । ପୂର୍ବରୁ ଜଜ୍ ରୂପେ ଆସୁଥିଲେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Mar 18, 2021, 1:08 PM IST

ମୁମ୍ବାଇ: ବଲିଉଡର ଫେମସ ମ୍ୟୁଜିକ କମ୍ପୋଜର ଅନୁ ମଲ୍ଲିକଙ୍କୁ ନେଇ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଚର୍ଚ୍ଚା ଜୋର ଧରିଛି ଯେ ତାଙ୍କୁ ପୁଣିଥରେ ସିଙ୍ଗି ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ’ରେ ପୁଣିଥରେ ଦେଖିବାକୁ ମିଳିବ । ହେଲେ ଏଥର ଜଜ୍ ରୂପେ ନୁହେଁ ଗେଷ୍ଟ ରୂପେ ଶୋରେ ଯୋଗ ଦେବେ ସେ । 90 ଦଶକ ସ୍ପେଶାଲ ୱିକେଣ୍ଡରେ ଅନୁଙ୍କ ଦେଖାଯିବେ ଗାୟକ ଉଦିତ ନାରାୟଣ ଓ ଗୀତିକାର ସମୀର ।

ପ୍ରକାଶ ଥାଉକି ‘ଇଣ୍ଡିଆନ ଆଇଡଲ’ ଆରମ୍ଭରୁ ଶୋର ଜଜ୍ ରୂପେ ଅନୁ ସାମିଲ ଥିଲେ । ହେଲେ ସିଜନ 10ରେ ଜାଭେଦ ଅଲ୍ଲୀଙ୍କ ଦ୍ବାରା ତାଙ୍କୁ ରିପ୍ଲେସ କରାଯାଇଥିଲା । କାରଣ ତାଙ୍କ ଉପରେ ମି ଠୁ ଅଭିଯାନ ଜରିଆରେ ଯୌନ ନିର୍ଯାତନା ଅଭିଯୋଗ ଲାଗିଥିଲା ।

ଏହାପରେ ତାଙ୍କୁ ସିଜନ 11ରେ ଦେଖିବାକୁ ମିଳିଥିଲା । ଯାହାକୁ ଆଧାର କରି ଗାୟିକା ସୋନା ମହାପାତ୍ର, ନେହା ଭସିନ ଓ ଶ୍ବେତା ପଣ୍ଡିତ ତାଙ୍କ ବିରୋଧରେ ସ୍ବର ଉତ୍ତୋଲନ କରିବାରୁ ସେ ଶୋରୁ ବାଦ୍ ପଡିଥିଲେ ।

ABOUT THE AUTHOR

...view details