ଓଡିଶା

odisha

ETV Bharat / sitara

ଭୋଜପୁରୀରେ ମୋଦିଙ୍କ ବାୟୋପିକ କରିବେ ରବି କିଶନ

ଭୋଜପୁରୀରେ ମୋଦିଙ୍କ ବାୟୋପିକ ଆଣିବେ ସାଂସଦ ରବି କିଶନ । ପାଟନାର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କରିଛନ୍ତି ଘୋଷଣା ।

By

Published : Sep 9, 2019, 11:09 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଅଭିନେତା ତଥା ସାଂସଦ ରବି କିଶନ ପଟନାରେ ଥିବା ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରେସ କନଫେରନ୍ସ କରିଛନ୍ତି । ଏହାସହ ଖୁବଶୀଘ୍ର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବାୟୋପିକ କରିବେ ବୋଲି ସୂଚନା ଦେଇଛନ୍ତି । ଭୋଜପୁରୀ ଭାଷାରେ ବାୟୋପିକ ନିର୍ମାଣ କରିବେ ରବି ।

ନିର୍ବାଚନ ସମୟରେ ମୋଦିଙ୍କ ଉପରେ ବାୟୋପିକ କରିବାକୁ ଚାହାଁନ୍ତି ବୋଲି କହିଥିଲେ । ମୋଦିଙ୍କ ଦ୍ବିତୀୟ ପାଳିର ଐତିହାସିକ 100ଦିନ ଉପରେ ଫିଲ୍ମ ନିର୍ମାଣ କରିବେ ।

ABOUT THE AUTHOR

...view details