ମୁମ୍ବାଇ: ବଲିଉଡ ସୁପରଷ୍ଟାର ରଣଭୀର ସିଂ ତାଙ୍କ କାର୍ଯ୍ୟକଳାପ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ଏକ ମିମ ସେୟାର କରିଛନ୍ତି ଯେଉଁଥିପାଇଁ ପ୍ରଶଂସକଙ୍କମାନେ ତାଙ୍କ ଆଡକୁ ଦୃଷ୍ଟି ଆକର୍ଷଣ କରିଥିଲେ ।
ରଣଭୀର ସିଂ ସୋ 'ସୋସିଆଲ ମିଡିଆରେ' ସୁପରହିଟ ସିରିଜ ଟାଇଗର କିଙ୍ଗର ମିମ ସେୟାର କରିଛନ୍ତି । ଯେଉଁଥିରେ ରଣଭୀର ଟାଇଗର କିଙ୍ଗଙ୍କ ସହ ଫଟୋସପ ହୋଇଥିବା ଫଟୋରେ ନଜର ଆସିଛନ୍ତି । ଏହି ଫଟୋରେ ରଣଭୀର କ୍ୟାପସନରେ ଲେଖିଥିଲେ, 'ଏହା କିଏ କଲା?' ପ୍ରଶଂସକମାନେ ଅଭିନେତାଙ୍କ ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି ।