ଓଡିଶା

odisha

ETV Bharat / sitara

ରାନୁଙ୍କ ବାୟୋପିକ ଦେଖିବେ ଦର୍ଶକ - ଅଭିନେତ୍ରୀ ସୁଦୀପ୍ତା ଚକ୍ରବର୍ତ୍ତୀ ରାନୁଙ୍କ ଭୁମିକାରେ

ନିର୍ମାଣ ହେବ ରାନୁ ମଣ୍ଡଳଙ୍କ ବାୟୋପିକ । ରାନୁଙ୍କ ଭୂମିକାରେ ନଜର ଆସିବେ ସାଉଥ ହିରୋଇନ୍ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Sep 25, 2019, 2:17 PM IST

ହାଇଦ୍ରାବାଦ: ଲତା ମଙ୍ଗେସକରଙ୍କ ଗୀତ ଗାଇ ସୋସିଆଲ ମିଡିଆରେ ପପୁଲାର ହୋଇଥିବା ରାନୁ ମଣ୍ଡଳଙ୍କ ଉପରେ ବର୍ତ୍ତମାନ ନିର୍ମାଣ ହେବ ଫିଲ୍ମ । ସାଉଥର ପ୍ରସିଦ୍ଧ ଅଭିନେତ୍ରୀ ସୁଦୀପ୍ତା ଚକ୍ରବର୍ତ୍ତୀ ରାନୁଙ୍କ ଭୁମିକାରେ ନଜର ଆସିବେ ।

ରାନୁଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାତା ହୃଷିକେଶ ମଣ୍ଡଳ ବାୟୋପିକ ନିର୍ମାଣ କରିବେ । ଫିଲ୍ମର ନାମ ରହିଛି ‘ପ୍ଲାଟଫର୍ମ ସିଙ୍ଗର ରାନୁ ମଣ୍ଡଳ’ । ତେବେ ରାନୁ ବର୍ତ୍ତମାନ ବଲିଉଡରେ ତିନୋଟି ଗୀତ ଗାଇସାରିଲେଣି । ହିମେଶ ରେସମିୟାଙ୍କ ସହ ଗୀତ ଗାଇଛନ୍ତି ରାନୁ ।

ABOUT THE AUTHOR

...view details