ଓଡିଶା

odisha

ETV Bharat / sitara

ଇନଷ୍ଟାଗ୍ରାମରେ ଲଭକୁ ପବ୍ଲିକ କଲେ ରଣା ଡଗୁବତୀ , ଷ୍ଟାର୍ସଙ୍କ ଶୁଭେଚ୍ଛା - stars congratulate

ସାଉଥ ଷ୍ଟାର ରଣା ଡଗୁବତୀ ତାଙ୍କ ଗର୍ଲଫ୍ରେଣ୍ଡ ମିହିକା ବଜାଜଙ୍କ ସହିତ ଥିବା ସମ୍ପର୍କକୁ ନିଶ୍ଚିତ କରି ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ରଣାଙ୍କ ବନ୍ଧୁମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅଧିକ ପଢନ୍ତୁ...

Rana Daggubati confirms relationship with girlfriend, stars congratulate
ରଣା ଡଗୁବତୀ ତାଙ୍କ ଗର୍ଲଫ୍ରେଣ୍ଡ ସହିତ ଥିବା ସମ୍ପର୍କକୁ ନିଶ୍ଚିତ କରିଛନ୍ତି

By

Published : May 13, 2020, 7:47 AM IST

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ରଣା ଡଗୁବତୀ ତାଙ୍କ ଗର୍ଲଫ୍ରେଣ୍ଡ ଇଭେଣ୍ଟ ପ୍ଲାନର ମିହିକା ବଜାଜଙ୍କ ସହିତ ଥିବା ସମ୍ପର୍କକୁ ପ୍ରକାଶ କରିଛନ୍ତି । 'ବାହୁବଲୀ' ଅଭିନେତା ରଣା ଡଗୁବତୀ ମଙ୍ଗଳବାର ଦିନ ଇନଷ୍ଟାଗ୍ରାମରେ ତାଙ୍କ ଗର୍ଲଫ୍ରେଣ୍ଡ ସହିତ ଥିବା ସମ୍ପର୍କକୁ ଘୋଷଣା କରିଛନ୍ତି ।

ରଣା ଡଗୁବତୀ ତାଙ୍କ ଗର୍ଲଫ୍ରେଣ୍ଡ ସହିତ ଥିବା ସମ୍ପର୍କକୁ ନିଶ୍ଚିତ କରିଛନ୍ତି

ରଣା ଡଗୁବତୀ ତାଙ୍କ ଗର୍ଲଫ୍ରେଣ୍ଡ ସହିତ ତାଙ୍କର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଫଟୋର କ୍ୟାପସନରେ ରଣା ଲେଖିଛନ୍ତି ଯେ, ଓ୍ବର ଉସନେ ହା କହା ।

ରଣାଙ୍କ ଏହି ଫଟୋରେ ତାଙ୍କ ସହକର୍ମୀ ଏବଂ ପ୍ରଶଂସକମାନେ ଇନଷ୍ଟାଗ୍ରାମରେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଏହି ଫଟୋରେ ଅନୀଲ କପୁର ଲେଖିଛନ୍ତି ଯେ, ମୋର ହାଇଦ୍ରାବାଦ ପୁଅକୁ ଅଭିନନ୍ଦନ । ମୁଁ ବହୁତ ଖୁସି ତୁମ ଦୁହିଁଙ୍କ ପାଇଁ । ଏହି ଫଟୋରେ ତନ୍ନୟା ଭାଟିଆ ଏବଂ କିଆରା ଆଡଭାନୀ ମଧ୍ୟ ରଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୁଶାନ୍ତ କହିଛନ୍ତି ଯେ, ୱା ! ବଧାଇ ହୋ ଭାଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details