ଓଡିଶା

odisha

ETV Bharat / sitara

ତାମିଲନାଡୁ ରିଲିଫ ପାଣ୍ଠିକୁ 50 ଲକ୍ଷ ଦେଲେ ଥଲାଇଭା - ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନ୍ୟୁଜ

ରଜନୀକାନ୍ତଙ୍କ ମହାନତା । ପୁଣିଥରେ ଦାନ କରି ଚର୍ଚ୍ଚାରେ ଅଭିନେତା । ଏଥର ଟିଏନଏମ ପବ୍ଲିକ ରିଲିଫ ପାଣ୍ଠିକୁ 50 ଲକ୍ଷ ଟଙ୍କା ଚେକ୍ ଦେଇଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ଏଏନଆଇ
ଫଟୋ ସୌଜନ୍ୟ: ଟ୍ବିଟର@ଏଏନଆଇ

By

Published : May 18, 2021, 9:45 AM IST

ଚେନ୍ନାଇ: ସୋମବାର ସୁପରଷ୍ଟାର ରଜନୀକାନ୍ତ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଭେଟି କୋଭିଡ -19 ରିଲିଫ ପାଇଁ ଟିଏନଏମ ପବ୍ଲିକ ରିଲିଫ ପାଣ୍ଠିକୁ 50 ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରିଛନ୍ତି।

ସେହିପରି ବର୍ତ୍ତମାନ ସୋସିଆଲ ମିଡିଆରେ ଷ୍ଟାଲିନଙ୍କୁ ଚେକ୍ ଦେଇଥିବା ବେଳେ ରଜନୀଙ୍କ ଫଟୋ ଖୁବ୍ ଭାଇରାଲ ହେଉଛି । ଯାହାର ପ୍ରଶଂସା କରୁଥିବାର ନଜର ଆସୁଛନ୍ତି ଫ୍ୟାନ୍ସ ।

ପ୍ରକାଶ ଥାଉକି କୋରୋନାର ଦ୍ବିତୀୟ ଲହର ସହ ଲଢୁଛି ଦେଶ । ସେପଟେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଅନେକ ସେଲିବ୍ରିଟି ଦେଶବାସୀଙ୍କ ସାହାଯ୍ୟ କରୁଛନ୍ତି । ରଜନୀଙ୍କ ବ୍ୟତୀତ ସୋନୁ ସୁଦ, ସଲମାନ ଖାନ, ଅକ୍ଷୟ କୁମାର, ଟ୍ବିଙ୍କଲ ଖନ୍ନା ଭଳି ସେଲିବ୍ରିଟି କ୍ରମାଗତ ଭାବେ ଅଭାବୀଙ୍କ ସେବାରେ ଲାଗିଛନ୍ତି। ସେହିପରି ନିକଟରେ ରଜନୀ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେଇ ଫ୍ୟାନ୍ସଙ୍କୁ ଟିକା ନେବାକୁ ଅନୁରୋଧ କରିଥିଲେ ।

ABOUT THE AUTHOR

...view details