ନୂଆଦିଲ୍ଲୀ: ଅଭିନେତା ପୁଲକିତ ସମ୍ରାଟ ତାଙ୍କ କଥିତ ଗର୍ଲଫ୍ରେଣ୍ଡ କ୍ରିତି ଖାରବାଣ୍ଡା ଏବଂ ତାଙ୍କର ବନ୍ଧୁ ଦ୍ରୋଗୋଙ୍କ ସହ ଏକ ସୁନ୍ଦର ସମୟ ଅତିବାହିତ କରିଥିବାର ସୂଚନା ଦେଇଛନ୍ତି ।
ନିକଟରେ, ପୁଲକିତ, କ୍ରିତୀ ଦ୍ରୋଗୋଙ୍କ ଉପରେ ଶୋଇଥିବାର ଏକ ବ୍ଲାକ ଆଣ୍ତ ହ୍ବାଇଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ପୁଲକିତ ଏହି ପ୍ରତିଛବିକୁ କ୍ୟାପଚର କରି କହିଛନ୍ତି, "ଡେଟ୍ ନାଇଟ" ।
ପରବର୍ତ୍ତୀ ସମୟରେ, କ୍ରିତି ଏବଂ ପୁଲକିତଙ୍କୁ ବେଜୋ ନାମ୍ବିଆରଙ୍କ ଫିଲ୍ମ “ତାଇଶ” ଦେଖିବାକୁ ମିଳିବ । ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବାର ଯୋଜନା ରହିଛି ।
ଏଥିସହିତ କ୍ରିତି ଦେବନସୁ ସିଂଙ୍କ ନିର୍ଦ୍ଦେଶିତ ଫିଲ୍ମ '14 ଫେରେ' ରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ସୁଟିଂ ନଭେମ୍ବର 2020 ରେ ଆରମ୍ଭ ହେବ ଏବଂ ଏହା ଜୁଲାଇ 9, 2021 ରେ ମୁକ୍ତିଲାଭ କରିବ ।