ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ଦମଦାର ଅଭିନୟ ସହିତ ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ରେ ମଧ୍ୟ ଫ୍ୟାନ୍ସଙ୍କ ମନରେ ଏକ ସ୍ବତନ୍ର ସ୍ଥାନ ସୃଷ୍ଟି କରିଛନ୍ତି ।
ଶ୍ୟାମଳପଣ ଲୁଚାଇବାକୁ ପାଉଡର ଲଗାଉଥିଲେ ଦେଶୀ ଗାର୍ଲ - priyanka-regrets-endorsing-fairness-creams
ପିଲାଦିନେ ପ୍ରିୟଙ୍କା ନିଜର ସ୍କିନ ଲାଇଟିଂଙ୍ଗ କରିବା ପାଇଁ ସବୁବେଳେ ପାଉଡର ଲଗାଉଥିଲେ । ଅଧିକ ପଢନ୍ତୁ...
ତ୍ବଚାର ଶ୍ୟାମଳପଣ ଲୁଚାଇବାକୁ ପାଉଡର ଲଗାଉଥିଲେ ଦେଶୀ ଗାର୍ଲ
କିଛି ଦିନ ପୂର୍ବରୁ ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ହ୍ବାଇଟ ଟାଇଗର’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ।
ନିକଟରେ ପ୍ରିୟଙ୍କା ସ୍କିନ ଲାଇଟିଂକୁ ନେଇ କହିଛନ୍ତି ଯେ, ପିଲାଦିନେ ମୋର ରଙ୍ଗ କଳା ହୋଇଥିବାରୁ ମୁଁ ନିଜକୁ ଅସୁନ୍ଦର ବୋଲି ଭାବୁଥିଲି । ଏଥିସହିତ ମୁଁ ସବୁବେଳେ ପାଉଡର ଲଗାଉଥିଲି । ମୋର ବାପାଙ୍କର ରଙ୍ଗ କଳା ହୋଇଥିବାରୁ ମୋର ରଙ୍ଗ ମଧ୍ୟ କଳା । ତେମୁ ମୁଁ ଗୋରା ହେବା ପାଇଁ ସେତେବେଳେ ଫେୟାରନେସ କ୍ରିମ ଲଗାଇବାରୁ ଚାହୁଁଥିଲି ।