ଓଡିଶା

odisha

ETV Bharat / sitara

ସଲମାନଙ୍କ ପରେ ବିବାହ କରିବେ ମିକା, ଜାଣନ୍ତୁ କାହିଁକି - ଇଣ୍ଡିଆନ୍ ପ୍ରୋ ମ୍ୟୁଜିକ୍ ଲିଗ୍

ମଜାଦାର ବୟାନ ଦେଇ ବର୍ତ୍ତମାନ ଚର୍ଚ୍ଚାରେ ମିକା । ସେ ସଲମାନଙ୍କୁ ନେଇ ଏମିତି କଥା କହିଛନ୍ତି । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Mar 6, 2021, 9:53 AM IST

ମୁମ୍ବାଇ: ଗାୟକ ମିକା ସିଂ ତାଙ୍କ ଉପରେ ‘ଫରଏଭର ବ୍ୟାଚେଲର୍’ ଟ୍ୟାଗ୍ ବଜାୟ ରଖି କହିଥିଲେ ଯେ ସେ ଜୀବନ ସାଥୀ ଖୋଜୁଥିଲେ, କିନ୍ତୁ ଅଭିନେତା ସଲମାନ ଖାନଙ୍କ ପରେ ସେ ବିବାହ କରିବେ। ଇଣ୍ଡିଆନ୍ ପ୍ରୋ ମ୍ୟୁଜିକ୍ ଲିଗ୍ ଶୋରେ ମିକା ଏହି କଥା କହିଛନ୍ତି । ଏହି ଶୋରେ ମିକା ପଞ୍ଜାବ ଲାୟନ୍ସ ଦଳର ଅଧିନାୟକ।

ଏହି ଶୋରେ କୌଳାଶ ଖେର, ସାଜିଦ ଖାନ, ଶାନ୍, ଅଙ୍କିତ ତିୱାରୀ, ଜାଭେଦ ଅଲ୍ଲୀ, ଆଶିଷ କୌର, ଭୁମି ତ୍ରିବେଦୀ, ଅକ୍ଷତି କକ୍କର, ପାୟଲ ଦେବ, ନେହା ଭାସିନ ଏବଂ ଶିଳ୍ପା ରାଓ ପ୍ରମୁଖ ରୂପେ ଅଛନ୍ତି।

ଶୋ ଆୟୋଜନ ସମୟରେ ମିକାଙ୍କୁ ଯେତେବେଳେ ପଚାରଗଲା ବିବାହ କଥା ତେବେ ସେ ସଙ୍ଗେ ସଙ୍ଗେ କହିଥିଲେ, ‘ମୁଁ ବିବାହ କରିବା ପାଇଁ ଝିଅ ଖୋଜୁଛି । ମୁଁ ଇଣ୍ଡିଆନ ପ୍ରୋ ମ୍ୟୁଜିକାଲ ଲିଗ୍‌ ମାଧ୍ୟମରେ କୌଣସି ଝିଅକୁ ଖୋଜିପାରିବି । ହେଲେ ସଲମାନ ଖାନଙ୍କ ବିବାହ ପରେ ମୁଁ ମୋ ବିବାହ କଥା ଚିନ୍ତା କରିବି । ସେହି ପର୍ଯ୍ୟନ୍ତ ମୁଁ ମୋର ବ୍ୟାଚଲର ଲାଇଫର ପୁରା ଉପଭୋଗ କରିବି । ଯେମିତି ସାଜିଦ ଖାନ କହୁଛନ୍ତି ମୁଁ ସଲମାନ ଭାଇଙ୍କ ପରେ ଇଣ୍ଡଷ୍ଟ୍ରିର ଏକମାତ୍ର ଫରଏଭର ବ୍ୟାଚଲର ଆଉ ଯେପର୍ଯ୍ୟନ୍ତ ସମ୍ଭବ ହେବ ମୁଁ ଟ୍ୟାଗକୁ ବଜାଇ ରଖିବି ।’

ABOUT THE AUTHOR

...view details