ଓଡିଶା

odisha

ETV Bharat / sitara

କୋରୋନା ଟିକା ନେଇ ଚିତ୍କାର କଲେ ନୀନା, ଭାଇରାଲ ଭିଡିଓ - କୋରୋନା ଟିକା ନେଲେ ନୀନା ଗୁପ୍ତା

ଧିରେ ଧିରେ କରି ସେଲିବ୍ରିଟି କୋରୋନା ଟିକା ନେବାରେ ଲାଗିଛନ୍ତି । ଏବେ ଟିକା ଦେବା ସମୟରେ ଚିତ୍କାର କରି ଚର୍ଚ୍ଚାରେ ‘ବଧାଇ ହୋ’ ଫେମ ନୀନା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୀନା ଗୁପ୍ତା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୀନା ଗୁପ୍ତା

By

Published : Mar 11, 2021, 11:58 AM IST

ମୁମ୍ବାଇ: ଦେଶରେ କୋରୋନା ମହାମାରୀକୁ ଏଡାଇବା ପାଇଁ ଟୀକାକରଣ ପ୍ରକ୍ରିୟା ଚାଲିଛି। ସର୍ବପ୍ରଥମେ, ଏହି ପ୍ରକ୍ରିୟା ଅଧୀନରେ ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ ଟୀକାକରଣ କରାଯାଉଛି । ସେପଟେ 60 ବର୍ଷରୁ ଉର୍ଦ୍ଧ୍ବ ବୟସ ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଛି । ଏହି କ୍ରମରେ ସାମିଲ ଅଛନ୍ତି ବଲିଉଡର କିଛି ସେଲିବ୍ରିଟି । ଇତିମଧ୍ୟରେ ଅଭିନେତ୍ରୀ ନୀନା ଗୁପ୍ତା ମଧ୍ୟ ଟିକା ନେଇଛନ୍ତି ।

ଟିକା ନେବା ସମୟରେ ନୀନା ଏକ ଭିଡିଓ ସେୟାର କରିଛନ୍ତି। ଏହାସହ ସେ ଡାକ୍ତରଖାନାକୁ କୃତଜ୍ଞତା ଜଣାଇଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି, ‘ଲାଗ ଗୟା ଜି ଟିକା। ହିନ୍ଦୁଜା ଡାକ୍ତରଖାନାକୁ ଧନ୍ୟବାଦ।’ ହେଲେ ଟିକା ନେବା ପୂର୍ବରୁ ଛୁଞ୍ଚି ଦେଖି ଚିତ୍କାର କରିଥିଲେ ଅଭିନେତ୍ରୀ ।

ABOUT THE AUTHOR

...view details