ଓଡିଶା

odisha

ETV Bharat / sitara

ହଟ୍ ଅନ୍ଦାଜରେ 2020କୁ ଅଲବିଦା କହିଲେ ଇଶା - ସେକ୍ସୀ ଅଭିନେତ୍ରୀ ଇଶା ଗୁପ୍ତାଙ୍କ ଅପଡେଟ ନ୍ୟୁଜ

ଭାଇରାଲ ହେଲା ଇଶାଙ୍କ ବୋଲ୍ଡ ଫଟୋ । ଯାହାକୁ ସେୟାର କରି ସେ ଲେଖିଲେ ଖାସ୍ କଥା । ଟପଲେସ ଅବତାରରେ କିଣୁଛନ୍ତି ସମସ୍ତଙ୍କ ମନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇଶା ଗୁପ୍ତା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇଶା ଗୁପ୍ତା

By

Published : Dec 31, 2020, 8:31 AM IST

ମୁମ୍ବାଇ: 2020 ଆଜି ଶେଷ ହୋଇଯିବ । ଆସନ୍ତା କାଲିଠୁ ନୂଆ ବର୍ଷରେ ନୂଆ ଜୀବନ ଆରମ୍ଭ କରିବେ ସମସ୍ତେ । ଏବର୍ଷକୁ ଖୁସିରେ ବିଦାୟ ଦେବାକୁ ଉତ୍ସାହିତ ବର୍ତ୍ତମାନ ବିଶ୍ବବାସୀ । ଏଥିରୁ ବାଦ ପଡିନାହାଁନ୍ତି ସେକ୍ସୀ ଅଭିନେତ୍ରୀ ଇଶା ଗୁପ୍ତା । ସେ ସ୍ପେଶାଲ ଅନ୍ଦାଜରେ 2020କୁ ଅଲବିଦା କହିଛନ୍ତି । ଯାହାକୁ ନେଇ ଚର୍ଚ୍ଚା । କାରଣ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କ ଟପଲେସ ଅବତାର ।

ସେ 2020କୁ ବିଦାୟ ଦେବା ପାଇଁ ଇନଷ୍ଟାଗ୍ରାମରେ ନିଜର ଏକ ଟପଲେସ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ଡିସେମ୍ବର ସୁଦ୍ଧା ଆମେ ଏହାକୁ ପ୍ରସ୍ତୁତ କରିଛୁ । ମୋର ପରିବାର ଏବଂ ବନ୍ଧୁମାନଙ୍କ ସୁସ୍ଥ ଥିବାରୁ କୃତଜ୍ଞ । ସ୍ନେହ ଏବଂ ପ୍ରେମ ପାଇବା ପାଇଁ ଆଶୀର୍ବାଦ । ଆଜି ରାତିରେ ଓଲଫ ମୁନ ପାଇଁ ପ୍ରସ୍ତୁତ । ବାଏ ବାଏ 2020 ।’

ସେହିପରି ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ସକାଳୁ ଉଠି ଦିଶା ଟପଲେସ ଅବତାରରେ ବଡି ଷ୍ଟ୍ରେଚ୍ କରୁଥିବାର । ସେପଟେ ତାଙ୍କ ଫ୍ୟାନ୍ସ ଫଟୋରେ କମେଣ୍ଟ କରିବାରେ ଲାଗିଛନ୍ତି ।

ABOUT THE AUTHOR

...view details