ଓଡିଶା

odisha

By

Published : May 19, 2021, 11:49 AM IST

ETV Bharat / sitara

ଆସିଲା‘ଦ ଫ୍ୟାମିଲି ମ୍ୟାନ 2’ର ଟ୍ରେଲର, ଜବରଦସ୍ତ ଆକ୍ସନରେ ସାମନ୍ଥା-ମନୋଜ

ବହୁପ୍ରତିକ୍ଷାର ଅନ୍ତ ଘଟାଇ ଆଜି ରିଲିଜ ହୋଇଯାଇଚି ‘ଦ ଫ୍ୟାମିଲି ମ୍ୟାନ 2’ର ଟ୍ରେଲର । ଅଧିକ ପଢନ୍ତୁ...

‘ଦ ଫ୍ୟାମିଲି ମ୍ୟାନ 2’ର ଟ୍ରେଲର ରିଲିଜ
‘ଦ ଫ୍ୟାମିଲି ମ୍ୟାନ 2’ର ଟ୍ରେଲର ରିଲିଜ

ମୁମ୍ବାଇ: ରିଲିଜ ହେଲା ବହୁ ପ୍ରତିକ୍ଷିତ ସିରିଜ ‘ଦ ଫ୍ୟାମିଲି ମ୍ୟାନ 2’ର ଟ୍ରେଲର । ମୁଖ୍ୟ ଭୂମିକାରେ ମନୋଜ ବାଜପେୟୀଙ୍କ ସହ ସାଉଥ ଅଭିନେତ୍ରୀ ସାମନ୍ଥା । ଜବରଦସ୍ତ ଆକ୍ସନ ଷ୍ଟଣ୍ଟ ନେଇ ଫେରିଲେ ମନୋଜ । ସେପଟେ ଏହି ସିରିଜ ଜରିଆରେ ହିନ୍ଦୀ ଅଭିନୟ ଦୁନିଆରେ ଡେବ୍ୟୁ କରୁଛନ୍ତି ସାମନ୍ଥା ।

ଆସନ୍ତା ଜୁନ 4ରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହେବ ସିରିଜ । ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକ । ସେହିପରି ନିର୍ମାତା ରାଜ ଓ ଡିକେ ମିଶି ‘ଦ ଫ୍ୟାମିଲି ମ୍ୟାନ 2’ର ନିର୍ମାଣ କରିଛନ୍ତି ।

ଯଦି ଟ୍ରେଲର ବିଷୟରେ କଥା ହେବା ତାହାଲେ ‘ଦ ଫ୍ୟାମିଲି ମ୍ୟାନ’ ଉର୍ଫ ଶ୍ରୀକାନ୍ତଙ୍କ ଅନ୍ଦାଜ ପୁଣିଥରେ ଦେଖିବାକୁ ମିଳୁଛି । ଏଥର ସିଜନରେ ଶ୍ରୀକାନ୍ତଙ୍କୁ ସାହାସୀ ଶତ୍ରୁ ରାଜିର ସାମ୍ନା କରିବାକୁ ପଡିବ । ଯେଉଁ ଭୂମିକାରେ ଅଭିନୟ କରୁଛନ୍ତି ସାମନ୍ଥା । 9ଟି ଏପିସୋଡରେ ଦମଦାର ଆକ୍ସନ ଶାନଦାର ଷ୍ଟଣ୍ଟ ଦେଖିବାକୁ ପାଇବେ ଦର୍ଶକ ।

ABOUT THE AUTHOR

...view details