ଓଡିଶା

odisha

", "articleSection": "sitara", "articleBody": "ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ଦେହାନ୍ତ । ଆଜି ସକାଳ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛି ଦେଶ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁମୁମ୍ବାଇ: ଆଉ ନାହାନ୍ତି କୋକିଳ କଣ୍ଠୀ ବା ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର । ୯୨ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସଭିଁଙ୍କ ପ୍ରିୟ ଲତା ଦିଦି । ତାଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁନି ଦେଶ । ସାରା ଦେଶ ଆଜିି ସ୍ତବ୍ଧ ହୋଇଯାଇଛି । କୋକିଳକଣ୍ଠୀଙ୍କୁ ହରାଇ ସଭିଁଏ ମ୍ରିୟମାଣ । ଲତାଙ୍କ ବିୟୋଗରେ ସଙ୍ଗୀତ ଜଗତ ପାଇଁ ବିରାଟ କ୍ଷତି ହୋଇଛି । ଲତା ଯୁଗର ଅବସାନ ଘଟିଛି । ପ୍ରିୟ ଲତା ଦିଦିଙ୍କୁ ହରାଇ ଆଜି ଦେଶ କାନ୍ଦୁଛି । ଲତା ମଙ୍ଗେସକରଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ମୁଁ ଲତା ଦିଦିଙ୍କ ଠାରୁ ସର୍ବଦା ସ୍ନେହ ପାଇଛି । ଏହାକୁ ମୋର ସମ୍ମାନ ବୋଲି ମୁଁ ବିବେଚନା କରେ । ତାଙ୍କ ସହିତ ମୋର କଥାବାର୍ତ୍ତା ଅବିସ୍ମରଣୀୟ ହୋଇ ରହିବ । ଲତା ଦିଦିଙ୍କ ଦେହାନ୍ତରେ ପୁରା ଭାରତ ଆଜି ସ୍ତବ୍ଧ ହୋଇଯାଇଥିବା ବେଳେ ମୁଁ ମଧ୍ୟ ଦୁଃଖିତ ବୋଲି ମୋଦି ଟ୍ବିଟ କରି କହିଛନ୍ତି । I consider it my honour that I have always received immense affection from Lata Didi. My interactions with her will remain unforgettable. I grieve with my fellow Indians on the passing away of Lata Didi. Spoke to her family and expressed condolences. Om Shanti.— Narendra Modi (@narendramodi) February 6, 2022 ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଲତା ମଙ୍ଗେସକରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଲତା ଦିଦି ଜଣେ ଅସାଧାରଣ ମଣିଷ ଥିଲେ । ଆଜି ତାଙ୍କ ସ୍ବର ସବୁଦିନ ପାଇଁ ଚୁପ ହୋଇଗଲା । କିନ୍ତୁ ତାଙ୍କର ସଙ୍ଗୀତ ଗୁଡିକ ସ୍ମରଣୀୟ ହୋଇ ରହିବ । ତାଙ୍କ ସଫଳତା ପାଇଁ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । An artist born but once in centuries, Lata-didi was an exceptional human being, full of warmth, as I found whenever I met her. The divine voice has gone quiet forever but her melodies will remain immortal, echoing in eternity. My condolences to her family and admirers everywhere. pic.twitter.com/FfQ8lmjHGN— President of India (@rashtrapatibhvn) February 6, 2022 ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଲତା ମଙ୍ଗେସକର ହେଉଛନ୍ତି ମେଲୋଡି କୁଇନ ଅଫ ଇଣ୍ଡିଆ । ତାଙ୍କର ବିୟୋଗ ଖବର ଶୁଣି ମୁଁ ଦୁଃଖିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । Deeply saddened to know about the passing away of legendary singer #LataMangeshkar. The 'Melody Queen of India' leaves a void in our collective consciousness. She will live through her melody for eternity. My thoughts & prayers are with the bereaved family & her countless fans.— Naveen Patnaik (@Naveen_Odisha) February 6, 2022 କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିବା ସହ ଟ୍ବିଟ କରି ସମବେଦନା ଜଣାଇଛନ୍ତି । ଭାରତ ରତ୍ନ ଲତାମଙ୍ଗେସକରଙ୍କ ସ୍ବର ଦେଶରେ ପ୍ରତିଟି ପିଢିଙ୍କ ମନକୁ ଛୁଇଁଛି । ତାଙ୍କର ପ୍ରତିଟି ସଙ୍ଗୀତ ସର୍ବତା ସ୍ମରଣୀୟ ହୋଇ ରହିବ । Extremely sad at the passing away of the doyen of music, Bharat Ratna Lata Mangeshkar ji. Her voice has cut across genres, regions and generations, and has touched the lives of people across the globe. pic.twitter.com/0cIKc3q4DN— Dharmendra Pradhan (@dpradhanbjp) February 6, 2022 ଉପରାଷ୍ଟ୍ରପତି ମଧ୍ୟ ଶୋକ ପ୍ରକାଶ କରିବା ସହ ଭାରତୀୟ ସିନେମାର ଭେଟେରାନ ଗାୟିକା ଲତା ମଙ୍ଗେସକରଙ୍କର ମୃତ୍ୟୁ ଦେଶ ତଥା ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି | ଲତା ଜୀଙ୍କର ମୃତ୍ୟୁ ସହିତ, ଆଜି ଭାରତ ସେହି କୋକିଳ ସ୍ବର ହରାଇଛି । ଦେଶର ଆଶା ଏବଂ ଆକାଂକ୍ଷା ତାଙ୍କ ଗୀତରେ ପ୍ରତିଫଳିତ ହୋଇଥିଲା । भारतीय सिनेमा की सुर साम्राज्ञी लता मंगेशकर जी का निधन देश की और संगीत जगत की अपूरणीय क्षति है। लता जी के निधन से आज भारत ने अपना वह स्वर खो दिया है जिसने हर अवसर पर राष्ट्र की भावना को भावपूर्ण अभिव्यक्ति दी। उनके गीतों में देश की आशा और अभिलाषा झलकती थी। pic.twitter.com/K6NDlnh3jg— Vice President of India (@VPSecretariat) February 6, 2022 ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପିନଡ୍ଡା ମଧ୍ୟ ଲତା ମଙ୍ଗେସକରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ସଙ୍ଗୀତପ୍ରେମୀଙ୍କ ହୃଦୟରେ ବାସ କରୁଥିବା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଦେହାନ୍ତରେ ପୁରା ଦେଶ ସ୍ତବ୍ଧ ହୋଇଯାଇଛି । ଏହା ସମଗ୍ର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ନଡ୍ଡା । हर संगीत प्रेमी के हृदय में निवास करने वाली स्वरकोकिला, भारत रत्न लता मंगेशकर जी का निधन हृदय विदारक है।यह संपूर्ण कला जगत के लिए अपूरणीय क्षति है।ईश्वर दिवंगत आत्मा को अपने चरणों मे स्थान दें। लता दीदी के परिजनों और विश्वभर में फैले करोड़ों प्रशंसकों के प्रति संवेदनाएं। ॐ शांति— Jagat Prakash Nadda (@JPNadda) February 6, 2022 କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲତା ମଙ୍ଗେସକରଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ଲତା ଦିଦି ତାଙ୍କ ସୁମଧୂର ସ୍ବରରେ କେବଳ ଭାରତ ନୁହଁ ପୁରା ବିଶ୍ବବାସୀଙ୍କୁ ବାନ୍ଧି ରଖିଥିଲେ । ସଙ୍ଗୀତ ଜଗତରେ ତାଙ୍କର ଅବଦାନକୁ ଶବ୍ଦରେ କହିବା ସମ୍ଭବ ନୁହେଁ । ତାଙ୍କର ମୃତ୍ୟୁ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । मैं खुद को सौभाग्यशाली समझता हूँ कि समय-समय पर मुझे लता दीदी का स्नेह और आशीर्वाद प्राप्त होता रहा। अपने अतुलनीय देशप्रेम, मधुर वाणी और सौम्यता से वो सदैव हमारे बीच रहेंगी। उनके परिजनों व असंख्य प्रशंसकों के प्रति अपनी संवेदनाएं व्यक्त करता हूँ। ॐ शांति शांति pic.twitter.com/52fy46tOmE— Amit Shah (@AmitShah) February 6, 2022 ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଅବଦାନ ଦେଶ କେବେ ବି ଭୁଲିପାରିବ ନାହିଁ । ତାଙ୍କର ଦେହାନ୍ତ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ‘स्वर कोकिला’ लता मंगेशकर जी के निधन से भारत की आवाज़ खो गई है। लताजी ने आजीवन स्वर और सुर की साधना की। उनके गाये हुए गीतों को भारत की कई पीढ़ियों को सुना और गुनगुनाया है। उनका निधन देश की कला और संस्कृति जगत की बहुत बड़ी क्षति है।उनके परिवार और प्रशंसकों के प्रति मेरी संवेदनाएँ।— Rajnath Singh (@rajnathsingh) February 6, 2022 ଲତାଙ୍କ ପରଲୋକ ନେଇ ଶୋକ ବ୍ୟକ୍ତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଲତାଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦ ଘଟଣା । ଯାହାକୁ ନେଇ ମୁଁ ଗଭିର ମର୍ମାହତ ହୋଲି ଟୁଇଟ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । Anguished to know that the ‘Queen of Melody’, the great #LataMangeshkar is no more with us. My heartfelt condolences to the bereaved family and admirers. A household name across India, her melodious voice enthralled music lovers for decades. May her soul rest in peace 🙏 pic.twitter.com/8U3Y20ekki— Niranjan Patnaik (@NPatnaikOdisha) February 6, 2022", "url": "https://www.etvbharat.com/oriya/odisha/sitara/bollywood/pm-modi-condolences-on-demise-of-singer-lata-mangeshkar-passes-away/or20220206104026327", "inLanguage": "or", "datePublished": "2022-02-06T10:40:30+05:30", "dateModified": "2022-02-06T17:13:35+05:30", "dateCreated": "2022-02-06T10:40:30+05:30", "thumbnailUrl": "https://etvbharatimages.akamaized.net/etvbharat/prod-images/768-512-14385904-thumbnail-3x2-ooo.jpg", "mainEntityOfPage": { "@type": "WebPage", "@id": "https://www.etvbharat.com/oriya/odisha/sitara/bollywood/pm-modi-condolences-on-demise-of-singer-lata-mangeshkar-passes-away/or20220206104026327", "name": "Lata Mangeshkar Demise: ନୀରବି ଗଲେ କୋକିଳକଣ୍ଠୀ, ଶୋକରେ ବୁଡିଲା ଦେଶ", "image": "https://etvbharatimages.akamaized.net/etvbharat/prod-images/768-512-14385904-thumbnail-3x2-ooo.jpg" }, "image": { "@type": "ImageObject", "url": "https://etvbharatimages.akamaized.net/etvbharat/prod-images/768-512-14385904-thumbnail-3x2-ooo.jpg", "width": 1200, "height": 675 }, "author": { "@type": "Organization", "name": "ETV Bharat", "url": "https://www.etvbharat.com/author/undefined" }, "publisher": { "@type": "Organization", "name": "ETV Bharat Odisha", "url": "https://www.etvbharat.com", "logo": { "@type": "ImageObject", "url": "https://etvbharatimages.akamaized.net/etvbharat/static/assets/images/etvlogo/oriya.png", "width": 82, "height": 60 } } }

ETV Bharat / sitara

Lata Mangeshkar Demise: ନୀରବି ଗଲେ କୋକିଳକଣ୍ଠୀ, ଶୋକରେ ବୁଡିଲା ଦେଶ - କୋକିଳ କଣ୍ଠୀ ଲତା ମଙ୍ଗେଶକର

ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ଦେହାନ୍ତ । ଆଜି ସକାଳ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛି ଦେଶ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

Lata Mangeshka Demise: ସେପାରିରେ କୋକିଳ କଣ୍ଠୀ, ଶୋକ ପ୍ରକାଶକଲେ ପ୍ରଧାନମନ୍ତ୍ରୀ
Lata Mangeshka Demise: ସେପାରିରେ କୋକିଳ କଣ୍ଠୀ, ଶୋକ ପ୍ରକାଶକଲେ ପ୍ରଧାନମନ୍ତ୍ରୀ

By

Published : Feb 6, 2022, 10:40 AM IST

Updated : Feb 6, 2022, 5:13 PM IST

ମୁମ୍ବାଇ:ଆଉ ନାହାନ୍ତି କୋକିଳ କଣ୍ଠୀ ବା ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର । ୯୨ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସଭିଁଙ୍କ ପ୍ରିୟ ଲତା ଦିଦି । ତାଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁନି ଦେଶ । ସାରା ଦେଶ ଆଜିି ସ୍ତବ୍ଧ ହୋଇଯାଇଛି । କୋକିଳକଣ୍ଠୀଙ୍କୁ ହରାଇ ସଭିଁଏ ମ୍ରିୟମାଣ । ଲତାଙ୍କ ବିୟୋଗରେ ସଙ୍ଗୀତ ଜଗତ ପାଇଁ ବିରାଟ କ୍ଷତି ହୋଇଛି । ଲତା ଯୁଗର ଅବସାନ ଘଟିଛି । ପ୍ରିୟ ଲତା ଦିଦିଙ୍କୁ ହରାଇ ଆଜି ଦେଶ କାନ୍ଦୁଛି । ଲତା ମଙ୍ଗେସକରଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ମୁଁ ଲତା ଦିଦିଙ୍କ ଠାରୁ ସର୍ବଦା ସ୍ନେହ ପାଇଛି । ଏହାକୁ ମୋର ସମ୍ମାନ ବୋଲି ମୁଁ ବିବେଚନା କରେ । ତାଙ୍କ ସହିତ ମୋର କଥାବାର୍ତ୍ତା ଅବିସ୍ମରଣୀୟ ହୋଇ ରହିବ । ଲତା ଦିଦିଙ୍କ ଦେହାନ୍ତରେ ପୁରା ଭାରତ ଆଜି ସ୍ତବ୍ଧ ହୋଇଯାଇଥିବା ବେଳେ ମୁଁ ମଧ୍ୟ ଦୁଃଖିତ ବୋଲି ମୋଦି ଟ୍ବିଟ କରି କହିଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଲତା ମଙ୍ଗେସକରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଲତା ଦିଦି ଜଣେ ଅସାଧାରଣ ମଣିଷ ଥିଲେ । ଆଜି ତାଙ୍କ ସ୍ବର ସବୁଦିନ ପାଇଁ ଚୁପ ହୋଇଗଲା । କିନ୍ତୁ ତାଙ୍କର ସଙ୍ଗୀତ ଗୁଡିକ ସ୍ମରଣୀୟ ହୋଇ ରହିବ । ତାଙ୍କ ସଫଳତା ପାଇଁ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଲତା ମଙ୍ଗେସକର ହେଉଛନ୍ତି ମେଲୋଡି କୁଇନ ଅଫ ଇଣ୍ଡିଆ । ତାଙ୍କର ବିୟୋଗ ଖବର ଶୁଣି ମୁଁ ଦୁଃଖିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିବା ସହ ଟ୍ବିଟ କରି ସମବେଦନା ଜଣାଇଛନ୍ତି । ଭାରତ ରତ୍ନ ଲତାମଙ୍ଗେସକରଙ୍କ ସ୍ବର ଦେଶରେ ପ୍ରତିଟି ପିଢିଙ୍କ ମନକୁ ଛୁଇଁଛି । ତାଙ୍କର ପ୍ରତିଟି ସଙ୍ଗୀତ ସର୍ବତା ସ୍ମରଣୀୟ ହୋଇ ରହିବ ।

ଉପରାଷ୍ଟ୍ରପତି ମଧ୍ୟ ଶୋକ ପ୍ରକାଶ କରିବା ସହ ଭାରତୀୟ ସିନେମାର ଭେଟେରାନ ଗାୟିକା ଲତା ମଙ୍ଗେସକରଙ୍କର ମୃତ୍ୟୁ ଦେଶ ତଥା ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି | ଲତା ଜୀଙ୍କର ମୃତ୍ୟୁ ସହିତ, ଆଜି ଭାରତ ସେହି କୋକିଳ ସ୍ବର ହରାଇଛି । ଦେଶର ଆଶା ଏବଂ ଆକାଂକ୍ଷା ତାଙ୍କ ଗୀତରେ ପ୍ରତିଫଳିତ ହୋଇଥିଲା ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପିନଡ୍ଡା ମଧ୍ୟ ଲତା ମଙ୍ଗେସକରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ସଙ୍ଗୀତପ୍ରେମୀଙ୍କ ହୃଦୟରେ ବାସ କରୁଥିବା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଦେହାନ୍ତରେ ପୁରା ଦେଶ ସ୍ତବ୍ଧ ହୋଇଯାଇଛି । ଏହା ସମଗ୍ର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ନଡ୍ଡା ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲତା ମଙ୍ଗେସକରଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ଲତା ଦିଦି ତାଙ୍କ ସୁମଧୂର ସ୍ବରରେ କେବଳ ଭାରତ ନୁହଁ ପୁରା ବିଶ୍ବବାସୀଙ୍କୁ ବାନ୍ଧି ରଖିଥିଲେ । ସଙ୍ଗୀତ ଜଗତରେ ତାଙ୍କର ଅବଦାନକୁ ଶବ୍ଦରେ କହିବା ସମ୍ଭବ ନୁହେଁ । ତାଙ୍କର ମୃତ୍ୟୁ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଅବଦାନ ଦେଶ କେବେ ବି ଭୁଲିପାରିବ ନାହିଁ । ତାଙ୍କର ଦେହାନ୍ତ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଲତାଙ୍କ ପରଲୋକ ନେଇ ଶୋକ ବ୍ୟକ୍ତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଲତାଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦ ଘଟଣା । ଯାହାକୁ ନେଇ ମୁଁ ଗଭିର ମର୍ମାହତ ହୋଲି ଟୁଇଟ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

Last Updated : Feb 6, 2022, 5:13 PM IST

ABOUT THE AUTHOR

...view details