ଓଡିଶା

odisha

ETV Bharat / sitara

ବର୍ତ୍ତମାନ ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର - ବର୍ତ୍ତମାନ

କୋରୋନା ଟେଷ୍ଟ ପଜିଟିଭ ଆସିବା ପରେ ବାଲସୁବ୍ରମଣ୍ୟମଙ୍କୁ ଅଗଷ୍ଟ 5ରେ ଚେନ୍ନାଇର ଏମଜିଏମ ହେଲଥ କେୟାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଶୁକ୍ରବାର ହଠାତ୍ ସେ ପୁଣି ଅସୁସ୍ଥ ହୋଇପଡିଥିଲେ । ବର୍ତ୍ତମାନ ଡାକ୍ତରଙ୍କ ସୂଚନା ଅନୁଯାୟୀ, ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଅଧିକ ପଢନ୍ତୁ...

Playback singer SP Balasubrahmanyam health condition is stable - Hospital
ବର୍ତ୍ତମାନ ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର

By

Published : Aug 22, 2020, 9:05 PM IST

ଚେନ୍ନାଇ: ଅଗଷ୍ଟ 5ରେ ଫେମସ ସିଙ୍ଗର ବାଲସୁବ୍ରମଣ୍ୟମଙ୍କ କୋରୋନା ଟେଷ୍ଟ ପଜିଟିଭ ଆସିବା ପରେ ତାଙ୍କୁ ଚେନ୍ନାଇର ଏମଜିଏମ ହେଲଥ କେୟାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଥିଲେ । ହେଲେ ଶୁକ୍ରବାର ହଠାତ୍ ସେ ପୁଣି ଅସୁସ୍ଥ ହୋଇପଡିଥିଲେ ।

ବର୍ତ୍ତମାନ ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର

ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଇଣ୍ଟେନ୍ସିଭ୍ ମେଡିକାଲ୍ କେୟାର (ଆଇସିୟୁ) କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଏବେ ତାଙ୍କୁ ଇସିଏମଓ ସହାୟତା ପ୍ରଦାନ କରାଯାଉଛି । ବର୍ତ୍ତମାନ ଡାକ୍ତରଙ୍କ ସୂଚନା ଅନୁଯାୟୀ, ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details