ହାଇଦ୍ରାବାଦ: #BottleCapChallenge ର ଭାଇରାଲ ଭିଡିଓ ପରେ ବର୍ତ୍ତମାନ ନୂଆ ଚ୍ୟାଲେଞ୍ଜ ଆଣିଛନ୍ତି ଟାଇଗର ସ୍ରର୍ଫ । ପ୍ରୋ କବାଡି ଲିଗ ଆରମ୍ଭ ହୋଇଯାଇଛି । ଏହାକୁ ନେଇ ନୂଆ #5ClapChallenge ଆଣିଛନ୍ତି ଟାଇଗର ।
ଭିିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/tigerjackieshroff
ହାଇଦ୍ରାବାଦ: #BottleCapChallenge ର ଭାଇରାଲ ଭିଡିଓ ପରେ ବର୍ତ୍ତମାନ ନୂଆ ଚ୍ୟାଲେଞ୍ଜ ଆଣିଛନ୍ତି ଟାଇଗର ସ୍ରର୍ଫ । ପ୍ରୋ କବାଡି ଲିଗ ଆରମ୍ଭ ହୋଇଯାଇଛି । ଏହାକୁ ନେଇ ନୂଆ #5ClapChallenge ଆଣିଛନ୍ତି ଟାଇଗର ।
ଚ୍ୟାଲେଞ୍ଜରେ ଟାଇଗର ଫ୍ଲିପ କରିବା ପରେ 5 ଥର ପୁସ୍-ଅପ କରିଥିଲେ । ଭିଡିଓ କ୍ୟାପସନରେ world's toughest day ବୋଲି ଲେଖିଥିଲେ ଟାଇଗର । ଭିଡିଓରେ ଭାରତୀୟ କବାଡି ଦଳକୁ ଚ୍ୟାଲେଞ୍ଜ ଦେଇଛନ୍ତି ।