ମୁମ୍ବାଇ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ପଚରାଉଚରା ପାଇଁ ତାଙ୍କ ଘରେ ପହଞ୍ଚିଛି ପୋଲିସ । ନୱାଜୁଦ୍ଦିନଙ୍କ ଏବଂ ପାଞ୍ଚ ଜଣ ପରିବାର ସଦସ୍ୟଙ୍କ ବିରୋଧରେ ମକଦ୍ଦମା ଦାୟର କରାଯାଇଥିଲା ।
ବଲିଉଡ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କୁ ପୋଲିସର ଜେରା - muzaffarnagar latest news in hindi
ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ପଚରାଉଚରା ପାଇଁ ତାଙ୍କ ଘରେ ପହଞ୍ଚିଛି ପୋଲିସ । ପତ୍ନୀ ଦାଏର କରିଥିଲେ ଏତଲା । ଅଧିକ ପଢନ୍ତୁ...

ବଲିଉଡ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କୁ ପୋଲିସର ଜେରା
ଜୁଲାଇ 27ରେ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରାଯାଇଥିଲା। ବୁଢାନାସ୍ଥିତ ନୱାଜୁଦ୍ଦିନଙ୍କ ପୈତୃକ ବାସଭବନରେ ପୋଲିସ ପଚରାଉଚରା କରିବାରେ ଲାଗିଛି।
ଅଭିନେତାଙ୍କ ସମେତ ପରିବାରର 5 ସଦସ୍ୟଙ୍କ ଉପରେ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପତ୍ନୀ ଆଲିଆ। ତାଙ୍କ ମା ଏବଂ ତିନି ଭାଇଙ୍କ ସହ ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ପତ୍ନୀ ।