ଓଡିଶା

odisha

ETV Bharat / sitara

ଆମିର ଖାନଙ୍କୁ ଧନ୍ୟବାଦ ଜଣାଇଲେ ମୋଦି

ସିଙ୍ଗଲ ପ୍ଲାଷ୍ଟିକ ବ୍ୟବହାରକୁ ରୋକିବ ନେଇ ମୋଦିଙ୍କ ପ୍ରୟାସ । ଏହାକୁ ସମର୍ଥନ କରିଛନ୍ତି ଅଭିନେତା ଆମିର ଖାନ ।

By

Published : Aug 28, 2019, 1:57 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ସମର୍ଥନ ଜଣାଇଛନ୍ତି ଅଭିନେତା ଆମିର ଖାନ । ଆମିରଙ୍କ ସମର୍ଥନକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଥିଲେ,‘ଆପଣଙ୍କ ସମର୍ଥନ ଅନ୍ୟଙ୍କୁ ପ୍ରଭାବିତ କରିବ’।

ଫଟୋ ସୌଜନ୍ୟ: ଟ୍ବିଟର

ପୂର୍ବରୁ ଆମିର ଖାନ ମୋଦିଙ୍କ ଏହି ଅଭିଯାନକୁ ସମର୍ଥନ କରିଥିଲେ । ସମସ୍ତଙ୍କୁ ସିଙ୍ଗଲ ପ୍ଲାଷ୍ଟିକ ଯଥା, ବୋତଲ କ୍ୟାପ, ସିଗାରେଟ ବୁଟ୍, ବେଭେରେଜ ବୋଟଲ ଆଦି ବ୍ୟବହାର ନକରିବାକୁ ଅନୁରୋଧ କରିଥିଲେ ।

ଗତ ଅଗଷ୍ଟ 15ରେ ଲାଲକିଲ୍ଲାରେ ସମ୍ବୋଧନ କରି ମୋଦି ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ କହିଥିଲେ । ଏହାପରେ ଅଲ୍ ଇଣ୍ଡିଆ ରେଡିଓରେ ‘ମନ କି ବାତ’ କାର୍ଯ୍ୟକ୍ରମରେ ମଧ୍ୟ ସିଙ୍ଗଲ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ କହିଥିଲେ ।

ABOUT THE AUTHOR

...view details