ନୂଆଦିଲ୍ଲୀ: ମୀରା ରାଜପୁତ ଓ ଶାହିଦ କପୁରଙ୍କ ଯୋଡି ବଲିଉଡର ହଟ ଯୋଡି ମଧ୍ୟରୁ ଅନ୍ୟତମ । ସେହିପରି ଫ୍ୟାନ୍ସଙ୍କ ଫେଭରେଟ ଯୋଡି ମଧ୍ୟ । ବିବାହ ପରଠୁ ନେଇ ଏଯାବତ କୌଣସି ନା କୌଣସି ଖବର ପାଇଁ ଚର୍ଚ୍ଚାରେ ରହିଥାଆନ୍ତି ଏହି କପଲ ।
ଲକଡାଉନ ସମୟରେ ମୀରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ସେ ସର୍ବଦା ନିଜର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।
ନିକଟରେ, ମୀରା ତାଙ୍କର ଚମତ୍କାର ଥ୍ରୋ ବ୍ୟାକ୍ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯାହାର କ୍ୟାପସନ୍ କୁ ପ୍ରଂଶସକମାନେ ବହୁତ ପସନ୍ଦ କରିଛନ୍ତି ।