ନୂଆଦିଲ୍ଲୀ: ନିକଟରେ ବଲିଉଡର ଫେମସ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ କୋରୋନା ସଂକ୍ରମଣ ହୋଇଥିଲେ । ଏହା ସତ୍ତ୍ବେ ମିଲିନ୍ଦ ହୋଲି ପର୍ବ ସେଲିବ୍ରେଟ କରିବାକୁ ପଛଘୁଞ୍ଚା ଦେଇନାହାଁନ୍ତି । ସେ କ୍ୱାରେଣ୍ଟିନରେ ରହୁଥିବାବେଳେ ପତ୍ନୀ ଅଙ୍କିତା କୋନୱାରଙ୍କ ସହ ହୋଲିର ପର୍ବ ଉପଭୋଗ କରିଛନ୍ତି ।
ପିପିଇ କିଟ୍ ପିନ୍ଧି ହୋଲି ସେଲିବ୍ରେଟ କଲେ ମିଲିନ୍ଦ-ଅଙ୍କିତା, ଫଟୋ ଭାଇରାଲ - milind-ankita-celebrate-holi
କୋରୋନା ସଂକ୍ରମଣ ହେବା ସତ୍ତ୍ବେ ମିଲିନ୍ଦ ହୋଲି ପର୍ବ ସେଲିବ୍ରେଟ କରିବାକୁ ପଛଘୁଞ୍ଚା ଦେଇନାହାଁନ୍ତି । ଅଧିକ ପଢନ୍ତୁ...
ପିପିଇ କିଟ୍ ପିନ୍ଧି ହୋଲି ସେଲିବ୍ରେଟ କଲେ ମିଲିନ୍ଦ-ଅଙ୍କିତା,ଫଟୋ ଭାଇରାଲ
ମିଲିନ୍ଦ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି କହିଛନ୍ତି ଯେ ପତ୍ନୀ ଅଙ୍କିତା କିପରି ପିପିଇ କିଟ୍ ପିନ୍ଧି ତାଙ୍କୁ ଭେଟିବାକୁ ଯାଇଥିଲେ । ଯଦିଓ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିନଥିଲୁ, କିନ୍ତୁ ଦୁହେଁ ନିଜ ନିଜ ଉପରେ ଟିକେ ଟିକେ ରଙ୍ଗ ଲଗାଇ ହୋଲି ଉତ୍ସବ ସେଲିବ୍ରେଟ କରିଛନ୍ତି ।
ପ୍ରକାଶ ଥାଉ ଯେ, କିଛିଦିନ ପୂର୍ବରୁ କୋରୋନା ସଂକ୍ରମିତ ହେବା ସୂଚନା ମିଲିନ୍ଦ ଟ୍ବିଟରେ ସମସ୍ତଙ୍କୁ ଜଣାଇଥିଲେ ।