ଓଡିଶା

odisha

ETV Bharat / sitara

ପୁଲ୍‌ରେ ମାନୁଷିଙ୍କ ବୋଲ୍ଡ ଲୁକ୍, ଫଟୋ ଭାଇରାଲ - ପୁଲ୍ ରେ ମାନୁଷିଙ୍କ ଗ୍ଲାମରସ୍ ଲୁକ୍

ମାନୁଷୀ ଚିଲ୍ଲରଙ୍କ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋରେ ମାନୁଷି ପୁଲ୍‌ରେ ବୋଲ୍ଡ ଅନ୍ଦାଜରେ ପୋଜ୍ କରୁଥିବାର ଦେଖିବାକୁ ମିଳିଛି । ମାନୁଷିଙ୍କ ଏହି ଫଟୋକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି । ଅଧିକ ପଢନ୍ତୁ...

manushi-chhillar-bold-photos-going-viral-in-pool
ପୁଲ୍ ରେ ମାନୁଷିଙ୍କ ଗ୍ଲାମରସ୍ ଲୁକ୍, ଫଟୋ ଭାଇରାଲ୍

By

Published : Nov 28, 2020, 7:06 PM IST

ନୂଆଦିଲ୍ଲୀ: 2017ରେ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧି ଦେଶକୁ ଗର୍ବିତ କରିଥିବା ମାନୁଷୀ ଚିଲ୍ଲରଙ୍କ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋରେ ମାନୁଷି ପୁଲ୍ ରେ ବୋଲ୍ଡ ଅନ୍ଦାଜରେ ପୋଜ୍ କରୁଥିବାର ଦେଖିବାକୁ ମିଳିଛି । ମାନୁଷିଙ୍କର ଏହି ଫଟୋକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।

ଫଟୋ ସହିତ ମାନୁଷିଙ୍କ କ୍ୟାପସନ୍ ମଧ୍ୟ ବହୁତ ଆକର୍ଷଣୀୟ । ସେ ନିଜକୁ ଏକ ମାଛ ବୋଲି କହିଛନ୍ତି ।

ଫଟୋର କ୍ୟାପସନରେ ମାନୁଷି ଲେଖିଛନ୍ତି, ମୁଁ କ୍ଲୋରାଇନ୍ ପାଣିର ଏକ ମାଛ । ତାଙ୍କର ଏହି ସୁନ୍ଦର କ୍ୟାପସନ୍ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ମାନୁଷିଙ୍କ ଏହି ଫଟୋରେ ପ୍ରଶଂସକମାନେ ମଧ୍ୟ କ୍ରମାଗତ ମନ୍ତବ୍ୟ ଦେଉଛନ୍ତି ।

ଜଣେ ୟୁଜର୍ସ ଲେଖିଛନ୍ତି, ତୁମେ ଏକ ଜଳପରୀ । ଆମେ ଆପଣଙ୍କୁ ବହୁତ ପସନ୍ଦ କରୁ ।

ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ତୁମେ ମରମେଡ୍ ପରି ଦେଖାଯାଉଛ ।

ଏହାପୂର୍ବରୁ ମଧ୍ୟ ମାନୁଷି ବିକିନିରେ ନିଜର ଅନେକ ମଡେଲ୍ ଲୁକ୍ ସେୟାର କରିଛନ୍ତି ।

ପ୍ରକାଶ ଥାଉ ଯେ, ଏବେ ମାନୁଷି ମଧ୍ୟ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଅଭିନେତ୍ରୀ ଅକ୍ଷୟ କୁମାରଙ୍କ ଫିଲ୍ମ ପ୍ରୃଥିରାଜରେ ନଜର ଆସିବେ । ସେ ଏହି ଚଳଚ୍ଚିତ୍ରରେ ସୟୋଗିତାଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ।

ABOUT THE AUTHOR

...view details