ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଦିନ ମନିଲଣ୍ତରିଂ ମାମଲାରେ ବି-ଟାଉନର ଫେମସ ଫ୍ୟାଶନ ଡିଜାଇନରମାନଙ୍କୁ ସମନ ପଠାଇଛି । ଏଥିମଧ୍ୟରେ ମନୀଷ ମଲହୋତ୍ରା, ସବ୍ୟସଚୀ ମୁଖାର୍ଜୀ ଏବଂ ରିତୁ କୁମାରଙ୍କ ପରି ବଲିଉଡର ବଡ ନାମ ଅନ୍ତର୍ଭୁକ୍ତ ।
ତିନି ଫେମସ ଫ୍ୟାଶନ୍ ଡିଜାଇନରଙ୍କୁ ଇଡିର ସମନ - manish-malhotra-sabyasachi-and-ritu-kumar
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଦିନ ମନି ଲଣ୍ତରିଂ ମାମଲାରେ ବି-ଟାଉନର ଫେମସ ଫ୍ୟାଶନ ଡିଜାଇନର ମାନଙ୍କୁ ସମନ ପଠାଇଛି । ଏଥିମଧ୍ୟରେ ମନୀଷ ମଲହୋତ୍ରା, ସବ୍ୟସଚୀ ମୁଖାର୍ଜୀ ଏବଂ ରିତୁ କୁମାରଙ୍କ ପରି ବଲିଉଡର ବଡ ନାମ ରହିଛି । ଅଧିକ ପଢନ୍ତୁ...
ତିନି ଫେମସ ଫ୍ୟାଶନ୍ ଡିଜାଇନରଙ୍କୁ ଇଡିର ସମନ
କୁହାଯାଉଛି ଯେ ଜଣେ ରାଜନେତାଙ୍କ ସହ ଲକ୍ଷ ଲକ୍ଷ ଟଙ୍କାର କାରବାର, ଟିକସ ଫାଙ୍କିବା ଭଳି ଅନେକ ମାମଲାରେ ଏହି ତିନିଜଣଙ୍କ ନାମ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ପଞ୍ଜାବର ଜଣେ ବିଧାୟକଙ୍କ ସହ ଜଡିତ ଏହି ତିନି ଫ୍ୟାଶନ ଡିଜାଇନରଙ୍କ ନାଁ ଆସିଛି। ଯାହାଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି। ମନୀଷ ମଲହୋତ୍ରା, ସବ୍ୟସାଚୀ ମୁଖାର୍ଜୀ ଏବଂ ରିତୁ କୁମାରଙ୍କ ନାମ ଏହି ମାମଲାର ଅନୁସନ୍ଧାନରେ ବାହାରିଛି ।