ହାଇଦ୍ରାବାଦ: ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଇଣ୍ଡିଆ ଲକଡାଉନ୍' ଘୋଷଣା କରିଛନ୍ତି । ଲକଡାଉନ୍ ର ପ୍ରକୃତ ଘଟଣା ଉପରେ ଏହି ଫିଲ୍ମ ପ୍ରେରିତ ।
ଚଳଚ୍ଚିତ୍ର ସମାଲୋଚକ ତଥା ତରନ ଆଦର୍ଶ ସୋସିଆଲ ମିଡିଆରେ ଭଣ୍ଡାରକରଙ୍କ ଫିଲ୍ମ ବିଷୟରେ ଅପଡେଟ ଦେଇଛନ୍ତି ।
ତରନ୍ ଟ୍ବିଟ୍ କରି କହିଛନ୍ତି, 'ମଧୁର ଭଣ୍ଡାରକର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଇଣ୍ଡିଆ ଲକଡାଉନ୍' ଘୋଷଣା କରିଛନ୍ତି । ଲକଡାଉନ୍ ର ପ୍ରକୃତ ଘଟଣା ଉପରେ ଏହି ଫିଲ୍ମ ପ୍ରେରିତ । ଏହି ଚଳଚ୍ଚିତ୍ରଟି ପିଜେ ମୋସନ ପିକ୍ଚର୍ସ ଏବଂ ଭଣ୍ଡାରକର ଏଣ୍ଟରଟେନମେଣ୍ଟ ଦ୍ବାରା ନିର୍ମିତ ହେବ ।