ଓଡିଶା

odisha

ETV Bharat / sitara

ପୁଣି ଏକାଠି ନଜର ଆସିଲେ ମଲାଇକା-ଅର୍ଜୁନ - lovebirds-malaika-and-arjun-spotted

ପୁଣି ଥରେ ଚର୍ଚ୍ଚାରେ ମଲାଇକା-ଅର୍ଜୁନ । ଉଭୟଙ୍କ କିଛି ନୂଆ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ଏକାଠି ନଜର ଆସିଥିଲେ । ଅଧିକ ପଢନ୍ତୁ...

lovebirds-malaika-and-arjun-spotted-at-the-actor-house-in-juhu
ପୁଣି ଏକାଠି ନଜର ଆସିଲେ ମଲାଇକା-ଅର୍ଜୁନ, ଭାଇରାଲ ଫଟୋ

By

Published : Jan 27, 2021, 9:06 PM IST

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ କପଲ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ସର୍ବଦା ନିଜ ରିଲେସନସିପକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି ।

ଏବେ ପୁଣି ଥରେ ଉଭୟଙ୍କ କିଛି ନୂଆ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ଏକାଠି ନଜର ଆସିଥିଲେ ।

ସୋସିଆଲ ମିଡିଆରେ ଭାଇରାଲ ଫଟୋ ଗୁଡ଼ିକରେ, ମଲାଇକା ଏବଂ ଅର୍ଜୁନ ଆଉଟିଂରେ କୌଣସି ସ୍ଥାନକୁ ଯାଉଥିବାର ଦେଖିବାକୁ ମିଳିଥିଲା । କ୍ୟାମେରା ମ୍ୟାନ ଉଭୟଙ୍କୁ ତାଙ୍କ ଜୁହୁ ଘର ବାହାରେ କାରରେ ବସିବାକୁ ଯାଉଥିବା ସମୟରେ କ୍ୟାପଚର କରିଥିଲା।

ନିକଟରେ ମଲାଇକା ଏବଂ ଅର୍ଜୁନ କପୁର ଗୋଆରେ କ୍ବାଲିଟି ସମୟ ବିତାଇଥିଲେ। ଦୁହେଁ ନୂଆ ବର୍ଷକୁ ଏକାଠି ସ୍ବାଗତ କରିଥିଲେ ।

ABOUT THE AUTHOR

...view details