ଓଡିଶା

odisha

By

Published : May 18, 2019, 11:46 PM IST

ETV Bharat / sitara

କାଜଲ ଲଗାଉଥିବାର ନଜର ଆସିଲେ ଅକ୍ଷୟ

ଆଗାମୀ ଫିଲ୍ମ ଲକ୍ଷ୍ମୀବମରେ ଅକ୍ଷୟଙ୍କ ପ୍ରଥମ ଲୁକ ଦେଖିବାକୁ ମିଳିଛି । ଏଠାରେ ଅକ୍ଷୟ ଆଖିରେ କାଜଲ ଲଗଉଥିବାର ଦେଖିବାକୁ ମିଳିଛି । ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଅକ୍ଷୟ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/akshaykumar's profile picture akshaykumar

ହାଇଦ୍ରାବାଦ: ପ୍ରାୟ ସବୁ ପ୍ରକାର ଚରିତ୍ରରେ ନଜର ଆସିଥିବା ବଲିଉଡର ଖିଲାଡି ଏବେ ନଜର ଆସିଛନ୍ତି ଏକ ଅଲଗା ଲୁକରେ । ଆଗାମୀ ଫିଲ୍ମ ଲକ୍ଷ୍ମୀବମରେ ଅକ୍ଷୟଙ୍କ ପ୍ରଥମ ଲୁକ ଦେଖିବାକୁ ମିଳିଛି । ଏଠାରେ ଅକ୍ଷୟ ଆଖିରେ କାଜଲ ଲଗାଉଥିବାର ଦେଖିବାକୁ ମିଳିଛି। ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଅକ୍ଷୟ।

ତେବେ ଫିଲ୍ମଟି ତେଲୁଗୁ ଫିଲ୍ମ କଞ୍ଚନାର ରିମେକ । ଫିଲ୍ମର କାହାଣୀରେ ଜଣେ କିନ୍ନରକୁ ପ୍ରପୋଟି ଲୋଭରେ ହତ୍ୟା କରାଯାଉଛି। ପରେ ସେ ଆତ୍ମା ରୂପରେ ସମସ୍ତ ହତ୍ୟାକାରୀଙ୍କଠୁ ପ୍ରତିଶୋଧ ନେଉଛି।ଫିଲ୍ମରେ ଅକ୍ଷୟଙ୍କ ସହ କିୟାରା ଆଡଭାନି ଓ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ। ଫିଲ୍ମରେ ଅମିତାଭ କିନ୍ନର ଭୂମିକାରେ ନଜର ଆସିବେ। ଫିଲ୍ମଟି 2020 ଜୁନ 5ରେ ରିଲିଜ ହେବ।

ABOUT THE AUTHOR

...view details