ନୂଆଦିଲ୍ଲୀ: ବଲିଉଡର ଦକ୍ଷ ଅଭିନେତା କୁନାଲ ଖେମୁ ଗୁରୁବାର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । କୁନାଲଙ୍କ ଏହି ଫଟୋ ଅପେକ୍ଷା ତାଙ୍କର ମଜାଳିଆ କ୍ୟାପସନକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ।
ସେୟାର ହୋଇଥିବା ଫଟୋରେ କୁନାଲ ଏକ ବ୍ଲାକ ସାର୍ଟ ପିନ୍ଧି ଏକ ବାର୍ଥ ଟପ ଭିତରେ ହଟ ଲୁକରେ ନଜର ଆସିଛନ୍ତି । ଫଟୋର କ୍ୟାପସନ୍ ରେ କୁନାଲ ଲେଖିଛନ୍ତି, 'ଟବ୍ ଓ୍ବି ମିଟ୍' । କୁନାଲଙ୍କ ଏହି ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି ।