ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ ତାଙ୍କ ଆଗାମୀ ଫିଲ୍ମ 'ବଚ୍ଚନ ପାଣ୍ଡେ'ର ସେଟରୁ 'ବିହାଇଣ୍ତ ଦ ସିନ୍' ଫଟୋ ପୋଷ୍ଟ କରିଛନ୍ତି ।
କ୍ରିତି ଇନଷ୍ଟାଗ୍ରାମରେ ଏକ ବ୍ଲାକ ଆଣ୍ତ ହ୍ବାଇଟ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଦର୍ପଣ ସାମ୍ନାରେ ନିଜକୁ ସଜାଉଥିବାର ନଜର ଆସିଛନ୍ତି । ଫଟୋ ସହିତ କ୍ୟାପସନ୍ ରେ କ୍ରିତି ଲେଖିଛନ୍ତି, 'ଫାଇନାଲ୍ ଟଚ୍'। ଆକ୍ସନର କିଛି ମୁହୂର୍ତ୍ତ ପୂର୍ବରୁ ।