ଓଡିଶା

odisha

ETV Bharat / sitara

କରୱା ଚୌଥ ପାଳିଲେ ବି-ଟାଉନ ହିରୋଇନ

କରୱା ଚୌଥ ପାଳିଲେ ବି-ଟାଉନ ହିରୋଇନ । ଅଭିନେତ୍ରୀ ସୋନମ କପୁରଙ୍କ ବାସଭବନରେ ଆୟୋଜିତ ହୋଇଥିଲା ଏହି ଉତ୍ସବ । ଅନେକ ଅଭିନେତ୍ରୀ ଏଠାରେ ଉପସ୍ଥିତି ରହି ବ୍ରତ ପାଳିଛନ୍ତି ।

By

Published : Oct 17, 2019, 8:21 PM IST

ଡିଜାଇନ ଫଟୋ

ମୁମ୍ବାଇ: ଆଜି କରୱା ଚୌଥ । ଚାରିଆଡେ ଧୁମଧାମରେ ପାଳିତ ହେଉଛି ଏହି ପର୍ବ । ଆଉ ଏଥିରୁ ବଲିଉଡ ବା କେମିତି ବାଦ ପଡିବ । ସେପଟେ ବ୍ରତ ପାଳିବା ନେଇ ଅଭିନେତ୍ରୀ ସୋନମ କପୁରଙ୍କ ବାସଭବନରରେ ପହଞ୍ଚିଛନ୍ତି ବଲିଉଡର ଅଭିନେତ୍ରୀ ।

ଶିଳ୍ପା ସେଟ୍ଟୀ, ରବିନା ଟଣ୍ଡନ, ପଦ୍ମିନୀ କୋହ୍ଲାପୁରୀ, ନିଲମ କୋଠାରୀଙ୍କ ଭଳି ଅଭିନେତ୍ରୀ ଆସି ସୋନମଙ୍କ ବାସଭବନରରେ ପହଞ୍ଚିଛନ୍ତି । ଦିନସାରା ଉପବାସ ରହି ସ୍ବାମୀଙ୍କ ଦୀର୍ଘାୟୁ କାମନା କରି କରଓ୍ବା ଚୌଥ ବ୍ରତ ପାଳିଥାନ୍ତି ପ୍ରତ୍ୟେକ ସ୍ତ୍ରୀ । ସଧବା ନାରୀ ପାଇଁ ଏହି ବ୍ରତ ବେଶ ମହତ୍ତ୍ବପୂର୍ଣ୍ଣ ।

ABOUT THE AUTHOR

...view details