ଓଡିଶା

odisha

ETV Bharat / sitara

କରିସ୍ମା କପୁରଙ୍କ ‘ବର୍ଷର ଶେଷ ଦୁଇ ଦିନ’ - ବର୍ଷର ଶେଷ ଦୁଇ ଦିନ ଉପଭୋଗ କରୁଛନ୍ତି କରିସ୍ମା କପୁର

2020 ବର୍ଷ ଶେଷ ହେବାକୁ ଯାଉଛି । ଏହି ଅବସରରେ କରିସ୍ମା ବର୍ଷର ଶେଷ ଦୁଇ ଦିନ ଗୁଡିକୁ ଉପଭୋଗ କରୁଛନ୍ତି । ଅଧିକ ପଢନ୍ତୁ...

karisma-kapoor-is-enjoying-the-last-two-days-of-twenty-twenty
ବର୍ଷର ଶେଷ ଦୁଇ ଦିନ ଉପଭୋଗ କରୁଛନ୍ତି କରିସ୍ମା କପୁର

By

Published : Dec 31, 2020, 7:52 AM IST

ମୁମ୍ବାଇ: 2020 ବର୍ଷ ଶେଷ ହେବାକୁ ଯାଉଛି । ଏହି ଅବସରରେ ବଲିଉଡ ଅଭିନେତ୍ରୀ କରିସ୍ମା କପୁର ବର୍ଷର ଶେଷ ଦୁଇ ଦିନ ଉପଭୋଗ କରୁଛନ୍ତି ।

ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ନୂଆ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଥିଲେ ।

କରିସ୍ମା ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ସମୁଦ୍ର ବୋଟ୍ ରେ ଠିଆ ହୋଇ ପୋଜ୍ କରୁଥିବାର ଦେଖିବାକୁ ମିଳିଥିଲା । ଫଟୋରେ, ସେ ଏକ ଧଳା ଟପ୍ ଏବଂ ନୀଳ ଡେନିମ୍ ଜିନ୍ସରେ ନଜର ଆସିଛନ୍ତି ।

ଫଟୋର କ୍ୟାପସନ୍ ରେ କରିସ୍ମା ଲେଖିଛନ୍ତି, 'ବର୍ଷର ଶେଷ ଦୁଇ ଦିନ' ।

ନିକଟରେ କରିସ୍ମା 1995 ର ହିଟ୍ ଗୀତ 'ହୁସନ୍ ହେ ସୁହାନା'ରେ ଅଭିନେତା ଗୋବିନ୍ଦାଙ୍କ ସହ ନାଚିଥିବାର ସମୟକୁ ମନେ ପକାଇଥିଲେ ।

ABOUT THE AUTHOR

...view details