ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ର କ୍ୟାପଟେନ ମନସୁର ଅଲୀ ଖାନ ପଟୌଦିଙ୍କର 5 ଜାନୁଆରୀ (ମଙ୍ଗଳବାର) ଜନ୍ମ ବାର୍ଷିକୀ ।
ଏହି ଅବସରରେ କରୀନା କପୁର ଶ୍ବଶୁରଙ୍କୁ ମନେପକାଇ ସ୍ବାମୀ ସୈଫ ଅଲୀ ଖାନଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି ।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ର କ୍ୟାପଟେନ ମନସୁର ଅଲୀ ଖାନ ପଟୌଦିଙ୍କର 5 ଜାନୁଆରୀ (ମଙ୍ଗଳବାର) ଜନ୍ମ ବାର୍ଷିକୀ ।
ଏହି ଅବସରରେ କରୀନା କପୁର ଶ୍ବଶୁରଙ୍କୁ ମନେପକାଇ ସ୍ବାମୀ ସୈଫ ଅଲୀ ଖାନଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି ।
କରୀନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସୈଫ ଏବଂ ଶ୍ବଶୁର ମନସୁରଙ୍କ ଏକ ଥ୍ରୋ ବ୍ୟାକ୍ ଫଟୋ ସେୟାର କରିଛନ୍ତି । ଫଟୋରେ ସୈଫ ବହୁତ ଛୋଟ ଦେଖାଯାଉଥିଲେ । ଫଟୋ ସହିତ କରୀନା ଦୁଇଟି ହାର୍ଟ ଇମୋଜି ଦେଇଛନ୍ତି ।
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ କରୀନା ଫିଲ୍ମ 'ଲାଲ ସିଂ ଚଡ୍ଡା'ରେ ଆମୀର ଖାନଙ୍କ ସହିତ ନଜର ଆସିବେ । ଏହି ଚଳଚ୍ଚିତ୍ର ବ୍ୟତୀତ ସେ କରଣ ଜୋହରଙ୍କ ମଲ୍ଟି ଷ୍ଟାରର ତଖ୍ତରେ ନଜର ଆସିବେ ।
ଫେବୃଆରୀ 2021ରେ ସୈଫ ଅଲୀ ଖାନ ଏବଂ କରୀନା କପୁର ସେମାନଙ୍କର ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିବେ ।