ଓଡିଶା

odisha

ETV Bharat / sitara

ରେଡିଓ ସୋ ପାଇଁ ଷ୍ଟାଇଲ ଅନ୍ଦାଜରେ ନଜର ଆସିଲେ ବେବୋ - ରେଡିଓ ସୋ ପାଇଁ ଷ୍ଟାଇଲ ଅନ୍ଦାଜରେ ନଜର ଆସିଲେ ବେବୋ

ମୁମ୍ବାଇରେ ନିଜର ରେଡିଓ ସୋ ପାଇଁ ଷ୍ଟାଇଲ ଅନ୍ଦାଜରେ ନଜର ଆସିଛନ୍ତି କରୀନା । ଅଧିକ ପଢନ୍ତୁ...

Kareena Kapoor Khan steps out in style for her radio show
ରେଡିଓ ସୋ ପାଇଁ ଷ୍ଟାଇଲ ଅନ୍ଦାଜରେ ନଜର ଆସିଲେ ବେବୋ

By

Published : Dec 15, 2020, 9:39 PM IST

ନୂଆଦିଲ୍ଲୀ: ନିକଟରେ ମୁମ୍ବାଇରେ ବଲିଉଡର ଡିଭା କରୀନା କପୁର ଖାନ ନିଜର ରେଡିଓ ସୋ ପାଇଁ ଷ୍ଟାଇଲ ଅନ୍ଦାଜରେ ନଜର ଆସିଛନ୍ତି ।

ରେଡିଓ ସୋ ପାଇଁ ଷ୍ଟାଇଲ ଅନ୍ଦାଜରେ ନଜର ଆସିଲେ ବେବୋ

କରୀନା ଏକ ଅରେଞ୍ଜ ଡ୍ରେସରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଏଥିସହିତ କରୀନାଙ୍କ ବେବି ବମ୍ପ ମଧ୍ୟ ଦେଖିବାକୁ ମିଳିଥିଲା ।

ଅଭିନେତ୍ରୀ ସହରର ବାନ୍ଦ୍ରା ଅଞ୍ଚଳରେ ତାଙ୍କ ଶୋ 'ୱାଟ୍ ଓ୍ବେମେନ ଓ୍ବାଟ'ର ରେକର୍ଡିଂକୁ ଯିବା ପୂର୍ବରୁ ତାଙ୍କର ଏକ ଝଲକ ସାମ୍ମନାକୁ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details