ଓଡିଶା

odisha

ETV Bharat / sitara

କାନ୍ସର ଦ୍ବିତୀୟ ଦିନରେ କଙ୍ଗନା- ଦୀପିକାଙ୍କ ଲୁକ, ଦେଖନ୍ତୁ ଫଟୋ

କାନ୍ସରେ ନିଜ ଲୁକର ଜଲୱା ଦେଖାଇଲେ ଦୀପିକା ଓ କଙ୍ଗନା । ଅଲଗା ଅନ୍ଦାଜରେ ନଜର ଆସିଲେ ରେଡ କାରପେଟରେ ।

ଡିଜାଇନ ଫଟୋ

By

Published : May 18, 2019, 2:49 PM IST

ହାଇଦ୍ରାବାଦ: କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏଥିରେ ବଲିଉଡର ଅଭିନେତ୍ରୀଙ୍କୁ ବେଶ୍ ଅଲଗା ଅନ୍ଦାଜରେ ଦେଖିବାକୁ ମିଳୁଛି । ତେବେ ପଛରେ ନାହାଁନ୍ତି କଙ୍ଗନା ଓ ଦୀପିକା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/team_kangana_ranaut

ଦ୍ବିତୀୟ ଦିନରେ ରେଡ କାରପେଟରେ ନିଜ ଜଲୱା ଦେଖାଇଛନ୍ତି ଦୁଇ ଅଭିନେତ୍ରୀ । କଙ୍ଗନାଙ୍କ ପ୍ରିନସେସ ଅବତାର ଦେଖିବାକୁ ମିଳିଥିଲାବେଳେ ଦୀପିକା ଲାଇମ ଲୁକରେ ନଜର ଆସିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/deepikapadukone

ତେବେ କଙ୍ଗନା ମାଇକେଲ ଚିନୋଙ୍କ ଦ୍ବାରା ଡିଜାଇନ କରାଯାଇଥିବା ଗାଉନ ପିନ୍ଧିଥିଲେ । ଦୀପିକାଙ୍କ ନ୍ୟୁଡ ମେକଅପ ଚର୍ଚ୍ଚାର ବିଷୟ ଥିଲାବେଳେ କଙ୍ଗନାଙ୍କ ହେୟାରଷ୍ଟାଇଲ କାଫି ଚର୍ଚ୍ଚାରେ ଥିଲା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/deepikapadukone

ତେବେ ପ୍ରଥମ ଦିନ ଦୁହିଁଙ୍କ ଲୁକ ବିଷୟରେ ମଧ୍ୟ କାଫି ଚର୍ଚ୍ଚାର ବିଷୟ ଥିଲା । କଙ୍ଗନା ପ୍ରଥମ ଦିନରେ ଶାଢୀକୁ ଜିଷ୍ଟ ଷ୍ଟାଇଲରେ ପିନ୍ଧିଥିଲେ ଓ ଦୀପିକା କଳାଧଳାର ଡୁନଡାସ ଗାଉନ ପିନ୍ଧିବା ସହ ହାଇ ପନିଟେଲ ଦୀପିକାଙ୍କୁ ୟୁନିକ ଲୁକ ଦେଇଥିଲା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/team_kangana_ranaut

ABOUT THE AUTHOR

...view details