ମୁମ୍ବାଇ: କଙ୍ଗନା ରଣାଓ୍ବତଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ବୁଧବାର ଦିନ ଥାଲାଇଭିର ସେଟରୁ ସେୟାର କରିଛନ୍ତି, କଙ୍ଗନା ରଣାଓ୍ବତ ତେଜସ୍ ଏବଂ ଧାକଡ ନାମକ ଦୁଇଟି ସିନେମାର ସୁଟିଂ ପୂର୍ବରୁ 20 କିଲୋଗ୍ରାମ ଓଜନ ବୃଦ୍ଧି କରିଛନ୍ତି।
ଓଜନ ବଢାଇଲେ କଙ୍ଗନା - 20 କିଲୋଗ୍ରାମ ଓଜନ ବୃଦ୍ଧି କରିଛନ୍ତି କଙ୍ଗନା
କଙ୍ଗନା ରଣାଓ୍ବତଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ତାଙ୍କର ଏକ ନୂତନ ଟ୍ବିଟରରେ ପ୍ରକାଶ କରିଛନ୍ତି ଯେ ଥାଲାଇଭି ସୁଟିଂ ସମୟରେ ରାଣୀ ଅଭିନେତ୍ରୀ 20କିଲୋଗ୍ରାମ ଓଜନ ବୃଦ୍ଧି କରିଥିଲେ ।
20 କିଲୋଗ୍ରାମ ଓଜନ ବୃଦ୍ଧି କରିଛନ୍ତି କଙ୍ଗନା
ରଙ୍ଗୋଲି ଟ୍ବିଟରରେ ଲେଖିଛନ୍ତି, ‘କେବଳ ଥାଲାଇଭି ଚଳଚ୍ଚିତ୍ର ପାଇଁ କଙ୍ଗନା 20 କିଲୋଗ୍ରାମ ଓଜନ ବଢାଇଛନ୍ତି, ଏହାର 2 ମାସ ପରେ ତାଙ୍କର ତେଜସ ଏବଂ ଧାକଡ ଚଳଚ୍ଚିତ୍ର ଆରମ୍ଭ କରିବେ ସେ ସେହି ଓଜନରେ ହିଁ ଅଭିନୟ କରିବେ।’
ବାହୁବଳୀ ଏବଂ ମାଣିକର୍ଣ୍ଣିକାର ରାଇଟର କେ.ଭି ବିଜୟେନ୍ଦ୍ର ପ୍ରସାଦ ଏବଂ ରଜତ ଆରୋରାଙ୍କ ଦ୍ବାରା ଥାଲାଇଭୀ ଚଳଚ୍ଚିତ୍ର ଲେଖିଛନ୍ତି । ଏହି ଚଳଚ୍ଚିତ୍ରଟି ଜୁନ୍ 26, 2020 ରେ ଥିଏଟରକୁ ଆସିବାକୁ ଯାଉଛି ।
TAGGED:
kangana gained 20 kgs waight