ଚେନ୍ନାଇ: କୋରୋନା ଟେଷ୍ଟ ପଜିଟିଭ ଆସିବା ପରେ ପ୍ରଖ୍ୟାତ ଗାୟକ ଏସପି ବାଲସୁବ୍ରମଣ୍ୟମଙ୍କୁ ଗତ 5 ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସୁବ୍ରମଣ୍ୟମ କୋରୋନାରୁ ସୁସ୍ଥ ହୋଇ ନେଗେଟିଭ ଚିହ୍ନଟ ହୋଇଥିବା ତାଙ୍କ ପୁଅ ଏସପିବି ଚରଣ ସୂଚନା ଦେଇଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଅଛି ।
ଏହି ସମୟରେ ଅଭିନେତା କମଲହାସନ୍ ହସ୍ପିଟାଲରେ ପହଞ୍ଚି ବାଲସୁବ୍ରମଣ୍ୟମଙ୍କୁ ଭେଟିଛନ୍ତି ।