ଓଡିଶା

odisha

ETV Bharat / sitara

ସ୍ବାମୀଙ୍କ ସହ ପୁଲ୍‌ରେ ଏଞ୍ଜୟ କରୁଛନ୍ତି କାଜଲ, ହନିମୁନ୍ ଫଟୋ ଭାଇରାଲ୍ - ସ୍ବାମୀଙ୍କ ସହ ପୁଲ୍ ରେ ଏଞ୍ଜୟ କରୁଛନ୍ତି କାଜଲ

ବର୍ତ୍ତମାନ ଅଭିନେତ୍ରୀ କାଜଲ ଅଗ୍ରୱାଲ ଏବଂ ତାଙ୍କ ସ୍ବାମୀ ଗୌତମ କିଚଲୁ ବର୍ତ୍ତମାନ ମାଳଦ୍ବୀପରେ ହନିମୁନ୍‌ ସେଲିବ୍ରେଟ କରୁଛନ୍ତି । ନିକଟରେ, କାଜଲ ଅଣ୍ଡରସୀ ରେସ୍ତୋରାଁ ଫଟୋ ସେୟାର କରିଛନ୍ତି । ଯେଉଁଠାରେ କାଜଲ ମାଛକୁ ଦେଖୁଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

kajal maldives-honeymoon-shared-romantic-beach-photos-with-husband
ସ୍ବାମୀଙ୍କ ସହ ପୁଲ୍ ରେ ଏଞ୍ଜୟ କରୁଛନ୍ତି କାଜଲ, ହନିମୁନ୍ ଫଟୋ ଭାଇରାଲ୍

By

Published : Nov 12, 2020, 4:40 PM IST

ନୂଆଦିଲ୍ଲୀ: ଅଭିନେତ୍ରୀ କାଜଲ ଅଗ୍ରୱାଲ ଏବଂ ତାଙ୍କ ସ୍ବାମୀ ଗୌତମ କିଚଲୁ ବର୍ତ୍ତମାନ ମାଳଦ୍ବୀପରେ ହନିମୁନ୍‌ ସେଲିବ୍ରେଟ କରୁଛନ୍ତି ।

ଏବେ କାଜଲ ତାଙ୍କ ଜୀବନର ସବୁଠାରୁ ଖୁସି ଏବଂ ସୁନ୍ଦର ପର୍ଯ୍ୟାୟ ଉପଭୋଗ କରୁଛନ୍ତି । ବିବାହ ପରେ ଦମ୍ପତି ମାଳଦ୍ବୀପରେ ପରସ୍ପର ସହିତ ଗୁଣାତ୍ମକ ସମୟ ବିତାଉଛନ୍ତି ।

କାଜଲ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ହନିମୁନ୍ ଫଟୋ ସେୟାର କରୁଛନ୍ତି । ସେ ଏହି ଛୁଟିକୁ ବହୁତ ଉପଭୋଗ କରୁଛନ୍ତି ।

ଗୌତମଙ୍କ ସହ କାଜଲ ଅନେକ ଫଟୋ ସେୟାର କରିଛନ୍ତି । ଉଭୟଙ୍କ ରୋମାଣ୍ଟିକ ଫଟୋ ବହୁତ ଭାଇରାଲ ହେବାରେ ମଧ୍ୟ ଲାଗିଛି ।

ନିକଟରେ, କାଜଲ ଅଣ୍ଡରସୀ ରେସ୍ତୋରାଁ ଫଟୋ ସେୟାର କରିଛନ୍ତି । ଯେଉଁଠାରେ କାଜଲ ମାଛକୁ ଦେଖୁଥିବାର ନଜର ଆସିଛନ୍ତି । ଦମ୍ପତି ଏଠାରେ ବହୁ ଫଟୋ ପୋଜ୍ ମଧ୍ୟ ଦେଇଛନ୍ତି ।

ଏହି ଫଟୋ ସେୟାର କରିବାବେଳେ କାଜଲ କ୍ୟାପସନରେ ଲେଖିଛନ୍ତି, ମୁଁ ମାଛ ଦେଖୁଛି ନା ଏହି ମାଛମାନେ ମୋତେ ଦେଖୁଛନ୍ତି?

ଫଟୋରେ କାଜଲ ଏକ ଷ୍ଟାଇଲିସ୍ ନୀଳ ରଙ୍ଗର ଗାଉନରେ ବହୁ ସୁନ୍ଦର ଦେଖାଯାଉଛନ୍ତି ।

କାଜଲ ଏବଂ ଗୌତମଙ୍କ ଏହି ଫଟୋକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।

ଏହାପୂର୍ବରୁ କାଜଲ ମାଳଦ୍ବୀପରୁ ତାଙ୍କର ଅନେକ ଫଟୋ ସେୟାର କରି କରିଥିଲେ ।

ପ୍ରକାଶ ଥାଉ ଯେ, ଅକ୍ଟୋବର 30 ରେ କାଜଲ ଗୌତମ ଙ୍କୁ ବିବାହ କରିଥିଲେ। ସେମାନେ ମୁମ୍ବାଇର ଏକ ହୋଟେଲରେ ବିବାହ କରିଥିଲେ ।

ABOUT THE AUTHOR

...view details