ଓଡିଶା

odisha

ETV Bharat / sitara

ପଛକୁ ଚାହିଁ ଦେଖେ ତ ମୁଁ ନିଜ ପାଇଁ ଗର୍ବିତ: ଜିଶୁ ସେନଗୁପ୍ତା - ପଛକୁ ଚାହିଁ ଦେଖେ ତ ମୁଁ ନିଜ ପାଇଁ ଗର୍ବିତ:

ବଙ୍ଗଳା ସିନେମାର ତାରକା ଜିଶୁ କହିଛନ୍ତି ଯେ ଯେତେବେଳେ ସେ ନିଜ ଯାତ୍ରାକୁ ପଛକୁ ଚାହିଁ ଦେଖନ୍ତି, ସେତେବେଳେ ସେ ନିଜ ପାଇଁ ଗର୍ବିତ ମନେକରନ୍ତି । ଅଧିକ ପଢନ୍ତୁ...

jisshu-sengupta-says-he-feels-proud-when-he-looks-back
ପଛକୁ ଚାହିଁ ଦେଖେ ତ ମୁଁ ନିଜ ପାଇଁ ଗର୍ବିତ: ଜିଶୁ ସେନଗୁପ୍ତା

By

Published : Dec 23, 2020, 7:25 AM IST

ନୂଆଦିଲ୍ଲୀ: ଅଭିନେତା ଜିଶୁ ସେନଗୁପ୍ତା 20 ବର୍ଷରୁ ଅଧିକ ସମୟ ଧରି ବଙ୍ଗଳା ସିନେମାରେ ଷ୍ଟାର ରହିଆସିଛନ୍ତି।

ନିକଟରେ ଅଭିନେତା କହିଛନ୍ତି ଯେ, ଯେତେବେଳେ ସେ ନିଜ ଯାତ୍ରାକୁ ପଛକୁ ଚାହିଁ ଦେଖନ୍ତି, ସେତେବେଳେ ସେ ନିଜ ପାଇଁ ଗର୍ବିତ ମନେକରନ୍ତି । ଜିଶୁ 'ମହାପ୍ରଭୁ' ନାମକ ଏକ ବଙ୍ଗଳା ଟିଭି ଧାରାବାହିକ ମାଧ୍ୟମରେ ଅଭିନୟ ଆରମ୍ଭ କରିଥିଲେ। ଏହା ପରେ ସେ 'ପ୍ରିୟଜୋନ' ସହିତ ବଡ ପରଦାରେ ଡେବ୍ୟୁ କରିଥିଲେ। ଏହି ଅଭିନେତା ଶ୍ୟାମ ବେନେଗଲଙ୍କ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର 'ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଦ ଫରଗର୍ଟନ ହିରୋ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ।

ଦଶନ୍ଧି ଧରି ଜିଶୁ ରିତୁପର୍ନ୍ନା ଘୋଷଙ୍କ ସହ 'ଆବୋହୋମାନ୍', 'ନୌଉକାଡୁବି' ରେ କାମ କରିଥିଲେ। ଏଥି ସହିତ ସେ 'ମର୍ଦାନୀ', 'ବର୍ଫି', 'ଶକୁନ୍ତଳା ଦେବୀ', ସଡକ- ୨ 'ଭଳି ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଛନ୍ତି।

ପ୍ରକାଶ ଥାଉ ଯେ, ଜିଶୁ ୱେବ୍ ସିରିଜ୍ 'କ୍ରିମିନାଲ ଜର୍ଟିସ' ରେ ନଜର ଆସିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details