ହାଇଦ୍ରାବାଦ: ଶ୍ରୀଲଙ୍କା ସୁନ୍ଦରୀ ତଥା ବଲିଉଡର ସେକ୍ସୀ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଫଟୋ, ୱାର୍କଆଉଟ ଭିଡିଓ ଦେଖିବାକୁ ବ୍ୟାକୁଳ ଫ୍ୟାନ୍ସ । ସେ ମଧ୍ୟ ଫ୍ୟାନ୍ସଙ୍କ ପାଇଁ ନିଜ ସେକ୍ସୀ ଅନ୍ଦାଜ ଦେଖାଇବାରେ କେବେ ହେଳା କରନ୍ତିନି । ଏବେ ଏମିତି ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କାରଣ ଚହଳ ସୃଷ୍ଟି କରିଛି ତାଙ୍କ ଟପଲେସ ଅବତାର ।
ନିକଟରେ ଜ୍ୟାକଲିନ ଇନଷ୍ଟାଗ୍ରାମରେ ତାଙ୍କର ଏକ ଟପଲେସ ମନୋକ୍ରେମ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଟପଲେସ ଅବତାରରେ ଏକ ବିଛଣାରେ ଶୋଇଥିବାର ନଜର ଆସିଛନ୍ତି । ଯାହାକୁ ଦେଖି ବାଃ ବାଃ କହିଲେ ଫ୍ୟାନ୍ସ ।