ଓଡିଶା

odisha

ETV Bharat / sitara

ଜ୍ୟାକଲିନଙ୍କ ବେଡରୁମ ଫଟୋ ଭାଇରାଲ - ସୋସିଆଲ ମିଡିଆରେ ଛାଇଲା ଜ୍ୟାକଲିନଙ୍କ ମର୍ଣ୍ଣିଂ ଫଟୋ

ସୋସିଆଲ ମିଡିଆରେ ଛାଇଲା ଜ୍ୟାକଲିନଙ୍କ ମର୍ଣ୍ଣିଂ ଫଟୋ । ପୂର୍ବରୁ ସେୟାର କରିସାରିଛନ୍ତି ନିଜର ଅନେକ ବୋଲ଼୍ଡ ଫଟୋ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜ୍ୟାକଲିନ ଫର୍ଣ୍ଣଡେଜ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜ୍ୟାକଲିନ ଫର୍ଣ୍ଣଡେଜ

By

Published : Jun 8, 2020, 8:53 PM IST

ମୁମ୍ବାଇ: ବଲିଉଡର ଅନେକ କଳାକାର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ନଜର ଆସୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ସୁନ୍ଦରୀ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣଡେଜ । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଫଟୋ, ୱାର୍କଆଉଟ ଭିଡିଓ, ଡାନ୍ସ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ସହ କନେକ୍ଟ ରହୁଛନ୍ତି । ଇତିମଧ୍ୟରେ ସେ ଏମିତି ଫଟୋ ନିଜର ସେୟାର କରିଛନ୍ତି, ଯାହାକୁ ଦେଖି ଫ୍ୟାନ୍ସଙ୍କ ଓଠରେ କେବଳ ବାଃ ବାଃ ।

ସୋମବାର ସେ ନିଜ ଇନଷ୍ଟାଗ୍ରାମରେ ବେଡ ରୁମ ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ବର୍ତ୍ତମାନ ତାଙ୍କର ଏହି ବୋଲ଼୍ଡ ଫଟୋ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଫଟୋରେ ସେ ବେଡୁରମ ମର୍ଣ୍ଣିଂ ମିରର ସାମ୍ନାରେ ନଜର ଆସଛନ୍ତି । ଦେଖନ୍ତୁ ଫଟୋ...

ପ୍ରକାଶ ଥାଉକି ନିକଟରେ ସେ ଏକ ସାକ୍ଷାତକାରରେ କୋରୋନା ମହାମାରୀରୁ ଶିଖିଥିବା ଶିକ୍ଷା ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ଆସିଥିଲେ ।

ABOUT THE AUTHOR

...view details