ନୂଆଦିଲ୍ଲୀ: ସ୍ବଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ ପାଇଁ ପ୍ରସ୍ତୁତ ଅଛନ୍ତି । ଖବର ମୁତାବକ, ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ୍ ହାଉସ୍ କ୍ଲିନସ୍ଲେଟ୍ ଫିଲ୍ମସ ତାଙ୍କୁ ଫିଲ୍ମ 'କାଲା' ମାଧ୍ୟମରେ ଲଞ୍ଚ କରିବେ । ବାବିଲ ଏହି ଫିଲ୍ମର ଟିଜର ମଧ୍ୟ ରିଲିଜ କରିଛନ୍ତି।
ଫିଲ୍ମରେ ବାବିଲଙ୍କ ସହ ତୃପ୍ତି ଡିମିରି ଏବଂ ସ୍ବସ୍ତିକା ମୁଖାର୍ଜୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ।