ଓଡିଶା

odisha

ହ୍ରିତିକଙ୍କ ସର୍ଟଲେସ ଅବତାର ଦେଖି ବାଃ ବାଃ କହିଲେ ଫିମେଲ ଫ୍ୟାନ୍ସ

By

Published : Jun 29, 2021, 12:34 PM IST

ଭାଇରାଲ ହେଉଛି ହ୍ରିତିକ ନୂଆ ଫଟୋ । ଯେଉଁଥିରେ ଦେଖିବାକୁ ମିଳିଛୁ ତାଙ୍କ ସର୍ଟଲେସ ଅବତାର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନ ପୁଣିଥରେ ଫ୍ୟାନ୍ସଙ୍କ ହୋସ ଉଡାଇ ଦେଇଛନ୍ତି । ସର୍ଟଲେସ ଅବତାରରେ ଭାଇରାଲ ହେଉଛି ତାଙ୍କ ଫଟୋ । ଯାହା ଉପରେ କମେଣ୍ଟ କରି ପ୍ରଶଂସା କରିବାରେ ଲାଗିଛନ୍ତି ଫ୍ୟାନ୍ସ । ସୋମବାର ନିଜର ଏକ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ଅଭିନେତା।

କଥାଟି ହେଲା ଯେ ଇନଷ୍ଟାଗ୍ରାମରେ ହ୍ରିତିକ ସେୟାର କରିଥିବା ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ଗୁଡ୍ କ୍ୟାଚ୍ ।’ ସେପଟେ ହ୍ରିତିକଙ୍କ ଫିମେଲ ଫ୍ୟାନ୍ ଏହି ଫଟୋ ଦେଖି ପୁରା ଫିଦା । ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଫଟୋରେ ହ୍ରିତିକ ସର୍ଟଲେସ ହୋଇ କ୍ୟାପ ଓ ଚଷମା ଲଗାଇଥିବାର ଦେଖାଯାଉଛନ୍ତି । ଦେଖନ୍ତୁ ଫଟୋ...

ପ୍ରକାଶ ଥାଉକି ହ୍ରିତିକ ଖୁବଶୀଘ୍ର ସୈଫ ଅଲ୍ଲୀ ଖାନଙ୍କ ସହ ସୁପରହିଟ୍ ତାମିଲ ଫିଲ୍ମ ‘ବିକ୍ରମ ବେଦା’ର ହିନ୍ଦୀ ରିମେକରେ ନଜର ଆସିବେ । ଫିଲ୍ମରେ ସୈଫ ପୋଲିସ ଅଫିସର ଭୂମିକାରେ ଅଭିନୟ କରିବାକୁ ଯାଉଥିବା ବେଳେ ହ୍ରିତିକ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ଦେଖାଯିବେ । କୋରୋନା ପାଇଁ ଫିଲ୍ମର ସୁଟିଂରେ ବିଳମ୍ବ କରୁଛନ୍ତି ମେକର୍ସ ।

@IANS

ABOUT THE AUTHOR

...view details