ମୁମ୍ବାଇ: ଇନଷ୍ଟାଗ୍ରାମରେ ଆମୀର ଖାନଙ୍କ ଝିଅ ଇରା ଖାନ ତାଙ୍କ ପ୍ରେମିକ ନୂପୁର ଶିଖରଙ୍କ ସହ ଖ୍ରୀଷ୍ଟମାସ ଫଟୋ ସେୟାର କରିଛନ୍ତି, ଯାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଇରା ଖାନ ନୂପୁର ଶିଖରଙ୍କ ସହ ତାଙ୍କର ସମ୍ପର୍କକୁ ସାର୍ବଜନୀନ କରିଛନ୍ତି। ଖ୍ରୀଷ୍ଟମାସ ଦିନ ଏହା ସହିତ ସେ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।
ଖ୍ରୀଷ୍ଟମାସରେ ବଏଫ୍ରେଣ୍ଡଙ୍କ ସହ ରୋମାଣ୍ଟିକ ହେଲେ ଝିଅ ଇରା - ଅମିର ଖାନଙ୍କ ଝିଅ ଇରା
ଇନଷ୍ଟାଗ୍ରାମରେ ଆମୀର ଖାନଙ୍କ ଝିଅ ଇରା ଖାନ ତାଙ୍କ ପ୍ରେମିକ ନୂପୁର ଶିଖରଙ୍କ ସହ ଖ୍ରୀଷ୍ଟମାସ ଫଟୋ ସେୟାର କରିଛନ୍ତି, ଯାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଇରା ଖାନ ନୂପୁର ଶିଖରଙ୍କ ସହ ତାଙ୍କର ସମ୍ପର୍କକୁ ସାର୍ବଜନୀନ କରିଛନ୍ତି । ଅଧିକ ପଢନ୍ତୁ

ଖ୍ରୀଷ୍ଟମାସରେ ବଏଫ୍ରେଣ୍ଡଙ୍କ ସହ ରୋମାଣ୍ଟିକ ହେଲେ ଅମିର ଖାନଙ୍କ ଝିଅ ଇରା
ଫଟୋରେ, ଇରା ଖାନ ପ୍ରେମିକ ନୂପୁର ଶିଖରଙ୍କ ଗାଲରେ ଚୁମ୍ବନ ଦେଉଥିବାର ମଧ୍ୟ ନଜର ଆସିଛି । ନୂପୁର ଶିଖର କ୍ୟାମେରାକୁ ଦେଖି ହସୁଥିବାବେଳେ ଇରା ଖାନ ଏବଂ ନୂପୁର ଶିଖର ସମାନ ରଙ୍ଗର ପୋଷାକ ପିନ୍ଧିଛନ୍ତି । ଉଭୟେ ବହୁତ ଖୁସି ଦେଖାଯାଉଛନ୍ତି । ଇରା ଫଟୋ ସେୟାର କରି ଲେଖିଛନ୍ତି 'ସମସ୍ତଙ୍କୁ ଖ୍ରୀଷ୍ଟମାସ ଶୁଭକାମନା ।'