ମୁମ୍ବାଇ: ଫିଲ୍ମ 'ଥପଡ'ର ନିର୍ଦ୍ଦେଶକ ଅନୁଭବ ସିହ୍ନା ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ଘୋଷଣା କରିଛନ୍ତି ।
ଯାହା କରୋନାଭାଇରସ ମହାମାରୀର କାହାଣୀ ଏବଂ ଅନୁଭୂତି ଉପରେ ଆଧାରିତ ଏକ ଆନ୍ଥୋଲୋଜି ଚଳଚ୍ଚିତ୍ର ହେବ ।
ମୁମ୍ବାଇ: ଫିଲ୍ମ 'ଥପଡ'ର ନିର୍ଦ୍ଦେଶକ ଅନୁଭବ ସିହ୍ନା ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ଘୋଷଣା କରିଛନ୍ତି ।
ଯାହା କରୋନାଭାଇରସ ମହାମାରୀର କାହାଣୀ ଏବଂ ଅନୁଭୂତି ଉପରେ ଆଧାରିତ ଏକ ଆନ୍ଥୋଲୋଜି ଚଳଚ୍ଚିତ୍ର ହେବ ।
ଏହି ଚଳଚ୍ଚିତ୍ରଟି ବନାରସ ମିଡିଆ ୱାର୍କସ୍ ଅଧୀନରେ ନିର୍ମିତ ହେବ । ବିଶେଷ କଥା ହେଉଛି ଏହି ଆନ୍ଥୋଲୋଜି ଚଳଚ୍ଚିତ୍ର ପାଇଁ ଅନୁଭବ ହସଲ ମେହେତା, ସୁଧୀର ମିଶ୍ର, କେତନ ମେହେତା ଏବଂ ସୁଭାଷ କପୁରଙ୍କ ଭଳି ଚାରିଜଣ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ହାତ ମିଳାଇଛନ୍ତି ।
ଟ୍ରେଡ ଆନାଲିଷ୍ଟ ଏବଂ ଫିଲ୍ମ କ୍ରିଟିକ୍ସ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ବିଷୟରେ ସୂଚନାରେ ଦେଇଛନ୍ତି ।
ତରନ ଆଦର୍ଶଙ୍କ ପୋଷ୍ଟକୁ ଅନୁଭବ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରିପୋଷ୍ଟ କରି ଏହି ଫିଲ୍ମ ବିଷୟରେ ସୂଚନାରେ ଦେଇଛନ୍ତି । ଯାହା ସହିତ କ୍ୟାପସନରେ ଅନୁଭବ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ପାଇଁ କୌଣସି ଟାଇଟଲ୍ ଫାଇନାଲ ହୋଇନାହିଁ ।