ବେଙ୍ଗାଲୁରୁ:ଶନିବାର ସ୍ୟାଣ୍ତେଲଉଡ ଡ୍ରଗ୍ସ ମାମଲାରେ ଅନୁସନ୍ଧାନ ପାଇଁ କଷ୍ଟ୍ୟୁମ ଡିଜାଇନର୍ ରମେଶ ଡମବେଲଙ୍କୁ ହାଜର ହେବାକୁ ସିସିବି ନୋଟିସ୍ ଜାରି କରିଛି । ସ୍ୟାଣ୍ତେଲଉଡ ଅଭିନେତା-ଅଭିନେତ୍ରୀମାନେ ଯେଉଁମାନେ ରମେଶଙ୍କ ସହ ଯୋଗାଯୋଗରେ ଅଛନ୍ତି ସେମାନେ ବର୍ତ୍ତମାନ ଏହି ବିଷୟରେ ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି ।
ସୂଚନା ଅନୁଯାୟୀ, ରମେଶଙ୍କ ଦ୍ବାରା ଆୟୋଜିତ ଏକ ପାର୍ଟିରେ ଅନେକ କଳାକାର ଏବଂ ଅଭିନେତ୍ରୀମାନେ ଯୋଗ ଦେଇଥିଲେ ।