ଓଡିଶା

odisha

ETV Bharat / sitara

ଆଇଫା-2019: ଗ୍ରୀନ କାର୍ପେଟରେ ବୁଲା କୁକୁର - ସଲମାନଙ୍କୁ ଫଲୋ କରୁଛି ବୁଲା କୁକୁର

ସଲମାନଙ୍କୁ ଫଲୋ କରୁଛି ବୁଲା କୁକୁର । ଗ୍ରୀନ କାର୍ପେଟରେ ସଲମାନଙ୍କ ପିଛା କରୁଛି କୁକୁର ।

ଡିଜାଇନ ଫଟୋ

By

Published : Sep 19, 2019, 3:14 PM IST

ହାଇଦ୍ରାବାଦ: ମୁମ୍ବାଇରେ ଅନୁଷ୍ଠିତ ହୋଇଛି 20ତମ ଆଇଫା ଆୱାର୍ଡ । ବଲିଉଡ ସେଲିବ୍ରିଟି ନିଜ ଷ୍ଟାଇଲିସ ଅନ୍ଦାଜରେ ଗ୍ରୀନ କାର୍ପେଟରେ ନଜର ଆସିଥିଲେ । ଏହି ସମୟରେ ଗ୍ରୀନ କାର୍ପେଟର ଏକ ମଜାଦାର ମୋମେଣ୍ଟ ହୋଇଥିଲା । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ

ଗ୍ରୀନ କାର୍ପେଟରେ ସଲମାନ ଖାନଙ୍କ ଫଟୋ ସେକ୍ସନ ପରେ ପରେ ଗ୍ରୀନ କାର୍ପେଟରେ ଏଣ୍ଟ୍ରି ମାରିଥିଲା ଗୋଟେ ବୁଲା କୁକୁର । ସମସ୍ତ ସିକ୍ୟୁରିଟିକୁ ପାର କରି କାର୍ପେଟରେ ପହଞ୍ଚିଯାଇଥିଲା ଓ ସଲମାନ ଖାନଙ୍କ ପଛରେ ଯାଇଥିଲା । ଏହା ଦେଖି ସୋସିଆଲ ମିଡିଆରେ କୁକୁରକୁ ସଲମାନଙ୍କ ନୂଆ ଫ୍ୟାନ ବୋଲି କୁହାଯାଉଛି ।

ABOUT THE AUTHOR

...view details