ମୁମ୍ବାଇ: ଡିଜନି ହଟଷ୍ଟାର ସାଇନ୍ସ-ଫିକ୍ସନ୍ କମେଡି ଥ୍ରୀଲର 'ଓକେ କମ୍ପ୍ୟୁଟର'ର ଟ୍ରେଲର ମୁକ୍ତିଲାଭ କରିଛି। ଏହା ହେଉଛି ଭାରତର ପ୍ରଥମ ସାଇନ୍ସ-ଫିକ୍ସନ୍ କମେଡି ଥ୍ରୀଲର ୱେବ୍ ସିରିଜ । ଯେଉଁଥିରେ ରାଧିକା ଆପ୍ଟେ, ଜ୍ୟାକି ଶ୍ରଫ୍ ଏବଂ ବିଜୟ ବର୍ମା ନଜର ଆସିଛନ୍ତି ।
ସାଇନ୍ସ-ଫିକ୍ସନ୍ କମେଡି ଥ୍ରୀଲର 'ଓକେ କମ୍ପ୍ୟୁଟର'ର ଟ୍ରେଲର ରିଲିଜ - ସାଇନ୍ସ-ଫିକ୍ସନ୍ କମେଡି ଥ୍ରୀଲର 'ଓକେ କମ୍ପ୍ୟୁଟର'ର ଟ୍ରେଲର ରିଲିଜ
ସାଇନ୍ସ-ଫିକ୍ସନ୍ କମେଡି ଥ୍ରୀଲର 'ଓକେ କମ୍ପ୍ୟୁଟର'ର ଟ୍ରେଲର ମୁକ୍ତିଲାଭ କରିଛି । ଏହା ହେଉଛି ଭାରତର ପ୍ରଥମ ସାଇନ୍ସ-ଫିକ୍ସନ୍ କମେଡି ଥ୍ରୀଲର ୱେବ୍ ସିରିଜ । ଅଧିକ ପଢନ୍ତୁ...

ସାଇନ୍ସ-ଫିକ୍ସନ୍ କମେଡି ଥ୍ରୀଲର 'ଓକେ କମ୍ପ୍ୟୁଟର'ର ଟ୍ରେଲର ରିଲିଜ
ଡିଜନି ହଟଷ୍ଟାର ନିଜର ଅଫିସିଆଲ୍ ଟ୍ବିଟରରେ ସିରିଜର ଟ୍ରେଲରକୁ ସେୟାର କରି ଟ୍ବିଟ୍ କରି କହିଛନ୍ତି ଯେ,କିତନା ହିଁ କଣ୍ଟ୍ରୋଲ କର ଲୋଗେ ଭବିଷ୍ୟ କୋ... ଜବ ଭବିଷ୍ୟ ହିଁ ଆପକୋ କଣ୍ଟ୍ରୋଲ କରନେ ବାଲା ହେଁ ?
ପ୍ରକାଶ ଥାଉ ଯେ, ଏହି ସିରିଜର 6 ଟି ଏପିସୋଡ୍ ରହିବ । 26 ମାର୍ଚ୍ଚରୁ ଡିଜନି ହଟଷ୍ଟାରରେ ଏହି ସିରିଜ୍ ଦେଖିବାକୁ ମିଳିବ ।